ପିଏସ୍‌ଏଲଭି ଉତ୍‌କ୍ଷେପଣରେ ଇସ୍ରୋକୁ ଆଉ ଏକ ସଫଳତା

ଶ୍ରୀହରିକୋଟ୍ଟା: ପିଏସ୍‌ଏଲଭି ଉତ୍‌କ୍ଷେପଣରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋକୁ ମିଳିଛି ଆଉ ଏକ ସଫଳତା। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ୍ଟାରୁ ପିଏସ୍‌ଏଲ୍‌ଭିସି-୩୬ ରକେଟ୍‌ ସହାୟତାରେ ରିସୋର୍ସ ସାର୍ଟ ଟୁଏକୁ ମହାକାଶକୁ ପ୍ରେରଣ କରାଯାଇଛି। ଏହି ଉପଗ୍ରହ ରିମୋର୍ଟ ସେନ୍‌ସିଂ ଟାଟା ସର୍ଭିସ ପ୍ରଦାନ କରିବ। ପୂର୍ବରୁ ଇସ୍ରୋ ପଠାଇଥିବା ରିସୋର୍ସ ସାର୍ଟ ୱାନ୍‌ ଓ ରିସୋର୍ସ ସାର୍ଟ-ଟୁର ଏହା ସ୍ଥାନ ନେବ। ପିଏସ୍‌ଏଲଭି ରକେଟର ଏହା ୩୮ତମ ମହାକାଶ ଯାତ୍ରା।

pslv

Rakesh Mallick
  • Published: Wednesday, 07 December 2016
  • , Updated: 13 February 2017, 09:03 AM IST

ଶ୍ରୀହରିକୋଟ୍ଟା: ପିଏସ୍‌ଏଲଭି ଉତ୍‌କ୍ଷେପଣରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋକୁ ମିଳିଛି ଆଉ ଏକ ସଫଳତା। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ୍ଟାରୁ ପିଏସ୍‌ଏଲ୍‌ଭିସି-୩୬ ରକେଟ୍‌ ସହାୟତାରେ ରିସୋର୍ସ ସାର୍ଟ ଟୁଏକୁ ମହାକାଶକୁ ପ୍ରେରଣ କରାଯାଇଛି।

ଏହି ଉପଗ୍ରହ ରିମୋର୍ଟ ସେନ୍‌ସିଂ ଟାଟା ସର୍ଭିସ ପ୍ରଦାନ କରିବ। ପୂର୍ବରୁ ଇସ୍ରୋ ପଠାଇଥିବା ରିସୋର୍ସ ସାର୍ଟ ୱାନ୍‌ ଓ ରିସୋର୍ସ ସାର୍ଟ-ଟୁର ଏହା ସ୍ଥାନ ନେବ। ପିଏସ୍‌ଏଲଭି ରକେଟର ଏହା ୩୮ତମ ମହାକାଶ ଯାତ୍ରା।

Related story