ପୁଣି ଜେଲ୍‌ ଯିବେ ସୁବ୍ରତ ରାୟ

ନୂଆଦିଲ୍ଲୀ: ସାହାରା ମୁଖ୍ୟ ସୁବ୍ରତ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ସୁବ୍ରତଙ୍କୁ ପୁଣି ଥରେ ଜେଲ୍‌ ଯିବାକୁ ପଡ଼ିବ। ତାଙ୍କ ପାରୋଲ ଅବଧି ବଢ଼ାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଗତ ମେ ମାସରେ ତାଙ୍କ ମା’ଙ୍କ ଦେହାନ୍ତ ହେବାରୁ ପାରୋଲରେ ସେ ଆସିଥିଲେ। ଗତ ମାସରେ ସୁପ୍ରିମକୋର୍ଟ ସୁବ୍ରତଙ୍କ ପାରୋଲ ଅବଧି ୨୩ ସେପ୍ଟେମ୍ୱର ଯାଏଁ ବଢାଇଥିଲେ। ସେବି ନିକଟରେ ୩୦୦ କୋଟି ଟଙ୍କା ଜମା କରିବା ପାଇଁ ତାଙ୍କ ପାରୋଲ ଅବଧି ବଢା ଯାଇଥିବା […]

subrata

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 12:02 PM IST

ନୂଆଦିଲ୍ଲୀ: ସାହାରା ମୁଖ୍ୟ ସୁବ୍ରତ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ସୁବ୍ରତଙ୍କୁ ପୁଣି ଥରେ ଜେଲ୍‌ ଯିବାକୁ ପଡ଼ିବ। ତାଙ୍କ ପାରୋଲ ଅବଧି ବଢ଼ାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଗତ ମେ ମାସରେ ତାଙ୍କ ମା’ଙ୍କ ଦେହାନ୍ତ ହେବାରୁ ପାରୋଲରେ ସେ ଆସିଥିଲେ।

ଗତ ମାସରେ ସୁପ୍ରିମକୋର୍ଟ ସୁବ୍ରତଙ୍କ ପାରୋଲ ଅବଧି ୨୩ ସେପ୍ଟେମ୍ୱର ଯାଏଁ ବଢାଇଥିଲେ। ସେବି ନିକଟରେ ୩୦୦ କୋଟି ଟଙ୍କା ଜମା କରିବା ପାଇଁ ତାଙ୍କ ପାରୋଲ ଅବଧି ବଢା ଯାଇଥିବା କୋର୍ଟ କହିଥିଲେ।

Related story