ଲକଡାଉନକୁ ମେ’ ୧ ଯାଏ ବଢ଼ାଇଲା ଏହି ରାଜ୍ୟ

ନୂଆଦିଲ୍ଲୀ: ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଆଜି ଲକଡାଉନ ଅବଧିକୁ ମେ’ ୧ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଗତକାଲି ଓଡ଼ିଶା ସରକାର ରାଜ୍ୟରେ ଏପ୍ରିଲ ୩୦ ଯାଏ ଲକଡାଉନ ନିୟମ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ପଞ୍ଜାବ ସରକାର କରୋନା ଉପରେ ଆଲୋଚନା ପାଇଁ କ୍ୟାବିନେଟ ବୈଠକ ଡାକିଥିଲେ। କ୍ୟାବିନେଟ ବୈଠକରେ ସର୍ବସମ୍ମତିକ୍ରମେ ମେ’ ୧ ତାରିଖ ଯାଏ ରାଜ୍ୟରେ ତାଲାବନ୍ଦ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ […]

lo

lo

Hemant Lenka
  • Published: Friday, 10 April 2020
  • Updated: 10 April 2020, 07:04 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଆଜି ଲକଡାଉନ ଅବଧିକୁ ମେ’ ୧ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଗତକାଲି ଓଡ଼ିଶା ସରକାର ରାଜ୍ୟରେ ଏପ୍ରିଲ ୩୦ ଯାଏ ଲକଡାଉନ ନିୟମ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆଜି ପଞ୍ଜାବ ସରକାର କରୋନା ଉପରେ ଆଲୋଚନା ପାଇଁ କ୍ୟାବିନେଟ ବୈଠକ ଡାକିଥିଲେ। କ୍ୟାବିନେଟ ବୈଠକରେ ସର୍ବସମ୍ମତିକ୍ରମେ ମେ’ ୧ ତାରିଖ ଯାଏ ରାଜ୍ୟରେ ତାଲାବନ୍ଦ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ମେ’ ୨ ତାରିଖରେ ଏଠାରୁ ଲକଡାଉନ ହଟିବ। ପଞ୍ଜାବରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି କି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିସାରିଲାଣି।

କରୋନା ଭାଇରସକୁ ଚେକ ଦେବା ପାଇଁ ପଞ୍ଜାବ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଲକଡାଉନ ବୃଦ୍ଧି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ। ଅନ୍ୟପକ୍ଷରେ ଲକଡାଉନ ଉଠିବା ପରେ ରାଜ୍ୟର ଅର୍ଥନୀତି କେମିତି ପୁଣିଥରେ ପୁରୁଣା ଟ୍ରାକ୍‌କୁ ଫେରିବ, ସେଥିପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିର ମୁଖ୍ୟ ଭାବେ ପୂର୍ବତନ ଯୋଜନା କମିଶନର ଡେପୁଟି ଚେୟାରମ୍ୟାନ ମଣ୍ଟେକ ଆଲୁୱାଲିଆଙ୍କୁ ନିଯୁକ୍ତି ଦେବାକୁ ପାଇଁ ସରକାର ଯୋଜନା କରୁଛନ୍ତି।

ବର୍ତ୍ତମାନ ଦେଶରେ ଜାରି ହୋଇଥିବା ୨୧ ଦିନିଆ ଲକଡାଉନ ଅବଧି ଆସନ୍ତା ୧୪ ତାରିଖରେ ଶେଷ ହେବ। ହେଲେ ଏହାକୁ ବୃଦ୍ଧି କରିବା ପାଇଁ ରାଜ୍ୟଗୁଡ଼ିକ ନିଜ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story