ଉତ୍ତର ଖାତାରେ ୧୦୦ ଟଙ୍କା ରଖିବାକୁ ପରୀକ୍ଷାର୍ଥୀଙ୍କୁ ପ୍ରିନ୍ସିପାଲଙ୍କ ପରାମର୍ଶ

ଲକ୍ଷ୍ନୌ: ପରୀକ୍ଷା ପୂର୍ବରୁ ମନ ଦେଇ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ପରିବର୍ତ୍ତେ କିଭଳି ଚିଟିଂ କରିହେବ ସେ ନେଇ ପରାମର୍ଶ ଦେଇଛନ୍ତି ସ୍କୁଲର ପ୍ରିନସିପାଲ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ମଙ୍ଗଳବାରଠାରୁ ଉତ୍ତର ପ୍ରଦେଶ ସେକେଣ୍ଡାରୀ ଏଜୁକେସନ ବୋର୍ଡ (ୟୁପିଏସଇବି) ଆରମ୍ଭ ହୋଇଛି। ଏହା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମଉ ଜିଲ୍ଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ପ୍ରବୀଣ ମଲ୍ ପରୀକ୍ଷାରେ ଚିଟିଂ କରିବା ପାଇଁ ଦେଇଥିବା ପରାମର୍ଶର ଭିଡିଓ କ୍ଲିପ […]

MATRIC EXAM

MATRIC EXAM

Subhransu Sekhar
  • Published: Thursday, 20 February 2020
  • Updated: 20 February 2020, 01:26 PM IST

Sports

Latest News

ଲକ୍ଷ୍ନୌ: ପରୀକ୍ଷା ପୂର୍ବରୁ ମନ ଦେଇ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ପରିବର୍ତ୍ତେ କିଭଳି ଚିଟିଂ କରିହେବ ସେ ନେଇ ପରାମର୍ଶ ଦେଇଛନ୍ତି ସ୍କୁଲର ପ୍ରିନସିପାଲ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ମଙ୍ଗଳବାରଠାରୁ ଉତ୍ତର ପ୍ରଦେଶ ସେକେଣ୍ଡାରୀ ଏଜୁକେସନ ବୋର୍ଡ (ୟୁପିଏସଇବି) ଆରମ୍ଭ ହୋଇଛି। ଏହା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମଉ ଜିଲ୍ଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ପ୍ରବୀଣ ମଲ୍ ପରୀକ୍ଷାରେ ଚିଟିଂ କରିବା ପାଇଁ ଦେଇଥିବା ପରାମର୍ଶର ଭିଡିଓ କ୍ଲିପ ଏବେ ଭାଇରାଲ ହୋଇଛି। ଯେଉଁଥିରେ ସେ କହିଛନ୍ତି, ଉତ୍ତର ଖାତାରେ ୧୦୦ ଟଙ୍କା ଲେଖାଏଁ ରଖିବାକୁ।

ସେ ଆହୁରି କହିଥିଲେ, ପରୀକ୍ଷା ଦେଲା ବେଳେ ପରସ୍ପର ସହିତ କଥା ହୋଇପାରିବେ। ହେଲେ କେହି କାହାର ହାତକୁ ଛୁଇଁବ ନାହିଁ। ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯେଉଁ ସ୍କୁଲରେ ପରୀକ୍ଷା ଦେବେ ସେହି ସରକାରୀ ସ୍କୁଲର ଶିକ୍ଷକମାନେ ମୋର ସାଙ୍ଗ। ଯଦି ବି କପି କରିବା ବେଳେ ଧରାପଡ଼ିଲ କିମ୍ୱା କେହି ଚାପୁଡ଼ା ମାରନ୍ତି କପି ପାଇଁ ତାହେଲେ ମଧ୍ୟ ଭୟଭୀତ ହେବାର ଆବଶ୍ୟକତା ନାହିଁ।

ଯଦି ଛାତ୍ରଛାତ୍ରୀ ପରୀକ୍ଷା ଖାତାରେ ୧୦୦ ଟଙ୍କା ଲେଖାଏଁ ରଖିବେ ତାହେଲେ ସେମାନେ ଫେଲ୍ ହେବେ ନାହିଁ ବୋଲି ମଧ୍ୟ ଗ୍ୟାରେଣ୍ଟି ଦେଇଛନ୍ତି ଏହି ପ୍ରିନ୍ସିପାଲ। ଯେଉଁ ଛାତ୍ର ପ୍ରବୀଣଙ୍କ ଏହି ଭିଡିଓ ରେକର୍ଡିଂ କରିଥିଲେ ସେ ଏହି ଭିଡିଓଟିକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଭିଯୋଗ ପ୍ରକୋଷ୍ଠ ପୋର୍ଟାଲକୁ ପଠାଇ ଦେଇଥିଲେ। ଏହାପରେ ପ୍ରବୀଣଙ୍କୁ ଗିରଫ କରାଯାଇଛି।

ମୋବାଇଲରୁ ମୋବାଇଲ ଭାଇରାଲ ହୋଇଥିବା ପ୍ରବୀଣଙ୍କର ଏହି ଉଦବୋଧନ ବେଳେ ସ୍କୁଲର ଛାତ୍ରଛାତ୍ରୀ ସାଙ୍ଗକୁ ଅଭିଭାବକମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story