‘ଆର୍-ଅର୍ବାନ ମିଶନ’ର ଶୁଭାରମ୍ଭ କଲେ ମୋଦି
ଡୋଙ୍ଗରଗଡ଼(ଛତିଶଗଡ଼): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ଆର୍-ଅର୍ବାନ୍’ ମିଶନ୍ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ୩୦୦ ଗାଁକୁ ଆଧୁନିକ ସୁବିଧାସୁଯୋଗ ପ୍ରଦାନ କରାଯିବ। ସହରର ବସତି ଭଳି ଏହି ଗାଁ ଗୁଡ଼ିକୁ ବିକଶିତ କରାଯିବ। ଗାଁରୁ ସହରକୁ ଯୁବକଙ୍କ ପଳାୟନ ରୋକିବା ଲାଗି ଏହି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଗରିବ, ଦଳିତ ଓ ସମାଜର ବିଭିନ୍ନ ବଞ୍ଚିତ ବର୍ଗର ଲୋକଙ୍କ […]
ଡୋଙ୍ଗରଗଡ଼(ଛତିଶଗଡ଼): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ଆର୍-ଅର୍ବାନ୍’ ମିଶନ୍ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ୩୦୦ ଗାଁକୁ ଆଧୁନିକ ସୁବିଧାସୁଯୋଗ ପ୍ରଦାନ କରାଯିବ। ସହରର ବସତି ଭଳି ଏହି ଗାଁ ଗୁଡ଼ିକୁ ବିକଶିତ କରାଯିବ। ଗାଁରୁ ସହରକୁ ଯୁବକଙ୍କ ପଳାୟନ ରୋକିବା ଲାଗି ଏହି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଗରିବ, ଦଳିତ ଓ ସମାଜର ବିଭିନ୍ନ ବଞ୍ଚିତ ବର୍ଗର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି।