ରାଫେଲ୍‌ରେ ‘ଓଁ’କୁ କଂଗ୍ରେସର ବିରୋଧ, ଶାହ ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ: ଫ୍ରାନ୍ସ ଗସ୍ତରେ ଯାଇ ରାଫେଲ୍‌ ଗ୍ରହଣ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅସ୍ତ୍ର ପୂଜନକୁ ବିରୋଧ କରିଛି କଂଗ୍ରେସ। ତେବେ ଏହାର ଜବାବ ରଖିଛନ୍ତି ଖୋଦ୍‌ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ କେବଳ ଭାରତୀୟ ପରମ୍ପରା ଅନୁଯାୟୀ ଏହି ପୂଜା କରିଥିଲେ। କିନ୍ତୁ କଂଗ୍ରେସ ବିଜେପିକୁ ବିରୋଧ କରିବାକୁ ଯାଇ ଏଭଳି ମନ୍ତବ୍ୟ ଦେଉଛି। ମଙ୍ଗଳବାର ରାଜନାଥ ଭାରତୀୟ ପରମ୍ପରା ଅନୁଯାୟୀ […]

shah

shah

Subrat Kumar Nayak
  • Published: Wednesday, 09 October 2019
  • Updated: 09 October 2019, 04:14 PM IST

Sports

Latest News

ନୂଆଦିଲ୍ଲୀ: ଫ୍ରାନ୍ସ ଗସ୍ତରେ ଯାଇ ରାଫେଲ୍‌ ଗ୍ରହଣ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅସ୍ତ୍ର ପୂଜନକୁ ବିରୋଧ କରିଛି କଂଗ୍ରେସ। ତେବେ ଏହାର ଜବାବ ରଖିଛନ୍ତି ଖୋଦ୍‌ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ କେବଳ ଭାରତୀୟ ପରମ୍ପରା ଅନୁଯାୟୀ ଏହି ପୂଜା କରିଥିଲେ। କିନ୍ତୁ କଂଗ୍ରେସ ବିଜେପିକୁ ବିରୋଧ କରିବାକୁ ଯାଇ ଏଭଳି ମନ୍ତବ୍ୟ ଦେଉଛି।

ମଙ୍ଗଳବାର ରାଜନାଥ ଭାରତୀୟ ପରମ୍ପରା ଅନୁଯାୟୀ ନୂଆ ଯୁଦ୍ଧବିମାନ ଗ୍ରହଣ କରିବା ପରେ ପୂଜା କରିଥିଲେ। ସେ ସିନ୍ଦୁରରେ ଓଁ ଲେଖିବା ସହ ଫୁଲ ଓ ନଡ଼ିଆ ଆଦି ଅର୍ପଣ କରିଥିଲେ। ଏଥିସହ ନୂଆ ଗାଡ଼ି କିଣିବା ସମୟରେ ଏହାର ଚକରେ ଲେମ୍ବୁ ମଡ଼ାଯିବାର ପ୍ରଥା ମଧ୍ୟ ଏହାଦ୍ୱାରା ପୂରଣ କରାଯାଇଥିଲା।

ତେବେ ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇଥିଲା। କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଅଭିଯୋଗ ଆଣିଥିଲେ, ନରେନ୍ଦ୍ର ମୋଦିଙ୍କ ସରକାର ଅସ୍ତ୍ର ଗ୍ରହଣ କାର୍ଯ୍ୟକ୍ରମର ଗୈରିକୀକରଣ କରୁଛନ୍ତି। ସେ କହିଥିଲେ, ଯୁଦ୍ଧ ବିମାନକୁ ବିଜୟା ଦଶମୀ ସହିତ କାହିଁକି ଯୋଡ଼ାଯାଉଛି।

କଂଗ୍ରେସ ନେତା ଅଲକା ଲାମ୍ବା ଆଉ ପାଦେ ଆଗେଇ ଯାଇ କହିଥିଲେ, ଏକେ ଆଣ୍ଟୋନି ବା ଏପିଜେ ଅବ୍‌ଦୁଲ କଲାମ ଏପରି କରିଥିଲେ କ’ଣ ହୋଇଥା’ନ୍ତା। ରାଜନାଥଙ୍କ ପରି ସେମାନେ ବାଇବେଲ ବା କୋରାନ୍‌ ସାଥିରେ ନେଇ ଯାଇଥିଲେ କ’ଣ ହୋଇଥା’ନ୍ତା? ସେ ଏହି ଟ୍ୱିଟ୍‌ରେ ଲେମ୍ବୁ ସହ ରାଫେଲ୍‌ ଚକର ଫଟୋ ଅପଲୋଡ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story