ଭାବପ୍ରବଣ ହେଲେ ଲାଲୁ, ଚିଠିର ଜବାବ ଦେଲେ ଚିଠିରେ

ପାଟଣା: ଏମ୍ସ ବେଡରେ ଚିକିତ୍ସାଧୀନ ଥିବା ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂ ଆଜି 38ଟି ଶବ୍ଦରେ ନିଜର ଇସ୍ତଫା ପତ୍ର ଲାଲୁ ପ୍ରସାଦ ଯାଦବଙ୍କୁ ପଠାଇଥିଲେ। ରଘୁବଂଶଙ୍କ ଇସ୍ତଫା ପତ୍ର ମିଡିଆରେ ଦେଖିବା ପରେ ଲାଲୁ ଯାଦବ ମଧ୍ୟ ଚିଠି ଲେଖି ରଘୁବଂଶଙ୍କ ଆରୋଗ୍ୟ କାମନା କରିଛନ୍ତି। ଆରୋଗ୍ୟ ହେଲା ପରେ ମିଳିମିଶି ସମସ୍ୟାର ସମାଧାନ କରିବେ ବୋଲି ଲାଲୁ ଆଶ୍ୱାସନା ଦେଇଛନ୍ତି। ଲାଲୁ ଚିଠିରେ କହିଛନ୍ତି ଯେ “ଆପଣଙ୍କ ଦ୍ୱାରା ଲିଖିତ ଚିଠି ଗଣମାଧ୍ୟମ […]

lalu yadav

lalu yadav

Subhransu Sekhar
  • Published: Thursday, 10 September 2020
  • Updated: 10 September 2020, 11:24 PM IST

Sports

Latest News

ପାଟଣା: ଏମ୍ସ ବେଡରେ ଚିକିତ୍ସାଧୀନ ଥିବା ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂ ଆଜି 38ଟି ଶବ୍ଦରେ ନିଜର ଇସ୍ତଫା ପତ୍ର ଲାଲୁ ପ୍ରସାଦ ଯାଦବଙ୍କୁ ପଠାଇଥିଲେ। ରଘୁବଂଶଙ୍କ ଇସ୍ତଫା ପତ୍ର ମିଡିଆରେ ଦେଖିବା ପରେ ଲାଲୁ ଯାଦବ ମଧ୍ୟ ଚିଠି ଲେଖି ରଘୁବଂଶଙ୍କ ଆରୋଗ୍ୟ କାମନା କରିଛନ୍ତି। ଆରୋଗ୍ୟ ହେଲା ପରେ ମିଳିମିଶି ସମସ୍ୟାର ସମାଧାନ କରିବେ ବୋଲି ଲାଲୁ ଆଶ୍ୱାସନା ଦେଇଛନ୍ତି।

ଲାଲୁ ଚିଠିରେ କହିଛନ୍ତି ଯେ "ଆପଣଙ୍କ ଦ୍ୱାରା ଲିଖିତ ଚିଠି ଗଣମାଧ୍ୟମ ଜରିଆରେ ପାଇଛି। ମୁଁ ଏହାକୁ ବିଶ୍ୱାସ କରିପାରୁ ନାହିଁ। ଚାରି ଦଶନ୍ଧି ମଧ୍ୟରେ ଆମେ ପ୍ରତ୍ୟେକ କ୍ଷେତ୍ରରେ ଏକ ରହିଛୁ। ରାଜନୀତିକ, ସାମାଜିକ, ପାରିବାରିକ ସମସ୍ୟାରେ ମଧ୍ୟ ଏକ ରହିଛୁ। ଆପଣ କୁଆଡେ ଯାଉ ନାହାନ୍ତି। ଆରୋଗ୍ୟ ହେଲା ପରେ ଏକାଠି ବସି ସମସ୍ୟାର ସମାଧାନ କରିବା"।

ସୂଚନାଯୋଗ୍ୟ, ରଘୁବଂଶ ପ୍ରସାଦ ସିଂ ଚିଠି ଲେଖି ଲାଲୁଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ। ଯେଉଁଥିରେ ସେ 38ଟି ଶବ୍ଦ ନିଜ ହାତରେ ଲେଖି 32 ବର୍ଷ ଧରି ଯେଉଁ ଦଳରେ ଥିଲେ ସେଥିରୁ ଇସ୍ତଫା ଦେଉଛନ୍ତି ବୋଲି ସେ କହିଥିଲେ। ଯଦିଓ ଆରଜେଡି ନେତା ରଘୁବଂଶଙ୍କ ଇସ୍ତଫା ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ହେଲେ ଜେଡିୟୁ ଏବଂ ବିଜେପି ରଘୁବଂଶଙ୍କ ଇସ୍ତଫାକୁ ସ୍ୱାଗତ କରିଛନ୍ତି।

ବୈଷ୍ଣବର ପୂର୍ବତନ ସାଂସଦ ରାମ ସିଂ ଲାଲୁଙ୍କ ବିରୋଧୀ ବୋଲି କୁହାଯାଏ। ଏବେ ସେ ଆରଜେଡିରେ ସାମିଲ୍ ହୋଇଛନ୍ତି। ରାମ ସିଂଙ୍କ ସହିତ ରଘୁବଂଶ ସିଂ ପରସ୍ପର ବିରୋଧୀ। ରାମ ସିଂ ଆରଜେଡିରେ ସାମିଲ୍ ହେବା ବେଳେ ରଘୁବଂଶ ଅସନ୍ତୋଷ ଜାହିର କରିଥିଲେ। ତେଣୁ ଏବେ ରଘୁବଂଶ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story