ନିଜ ଇଲାକାକୁ ଯିବା ପାଇଁ ରାହୁଲଙ୍କୁ ମନା!

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଆମେଥି ଗସ୍ତକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛି ପ୍ରଶାସନ।  ଆସନ୍ତା ଅକ୍ଟୋବରରୁ ରାହୁଲ ଗାନ୍ଧି ତିନି ଦିନ ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀ ଆମେଥି ଗସ୍ତରେ ଯାଇଥାନ୍ତେ।   ମାତ୍ର ଜିଲ୍ଲା ପ୍ରଶାସନ ଏହି ଗସ୍ତକୁ ସବୁଜ ସଂକେତ ଦେଇନାହିଁ ।  ମହରମ ଓ ଦଶହରା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀମାନଙ୍କୁ ମୁତୟନ କରାଯାଉଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।  ସେପଟେ ରାହୁଲଙ୍କ ଗସ୍ତକୁ ଭଣ୍ଡୁର କରିବାକୁ ବିଜେପି ଉଦ୍ୟମ କରୁଛି ବୋଲି […]

rahul-1

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 02:22 PM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଆମେଥି ଗସ୍ତକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛି ପ୍ରଶାସନ।  ଆସନ୍ତା ଅକ୍ଟୋବରରୁ ରାହୁଲ ଗାନ୍ଧି ତିନି ଦିନ ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀ ଆମେଥି ଗସ୍ତରେ ଯାଇଥାନ୍ତେ।   ମାତ୍ର ଜିଲ୍ଲା ପ୍ରଶାସନ ଏହି ଗସ୍ତକୁ ସବୁଜ ସଂକେତ ଦେଇନାହିଁ ।  ମହରମ ଓ ଦଶହରା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀମାନଙ୍କୁ ମୁତୟନ କରାଯାଉଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।  ସେପଟେ ରାହୁଲଙ୍କ ଗସ୍ତକୁ ଭଣ୍ଡୁର କରିବାକୁ ବିଜେପି ଉଦ୍ୟମ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପୂର୍ବରୁ ଫେବୃୟାରୀ ୭ରେ ରାହୁଲ ଗାନ୍ଧି ଆମେଥି ଗସ୍ତରେ ଆସିଥିଲେ।

Related story