ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ମୋଦି ସରକାରକୁ ପୁଣି ଟାର୍ଗେଟ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ଭୁଲ ରଣନୀତି ଯୋଗୁଁ ୧୪ କୋଟି ଲୋକ ଚାକିରି ହରାଇଛନ୍ତି ବୋଲି ରାହୁଲ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି। ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ସରକାରଙ୍କ ପ୍ରମୁଖ ତିନି ଭୁଲ୍ ପଦକ୍ଷେପ ପାଇଁ ବେକାରୀ ବଢ଼ିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। देश के युवाओं के मन की बात:रोज़गार दो, मोदी […]

Rahul-Gandhi

Rahul-Gandhi

Subhransu Sekhar
  • Published: Sunday, 09 August 2020
  • Updated: 09 August 2020, 03:15 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ମୋଦି ସରକାରକୁ ପୁଣି ଟାର୍ଗେଟ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ଭୁଲ ରଣନୀତି ଯୋଗୁଁ ୧୪ କୋଟି ଲୋକ ଚାକିରି ହରାଇଛନ୍ତି ବୋଲି ରାହୁଲ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି। ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ସରକାରଙ୍କ ପ୍ରମୁଖ ତିନି ଭୁଲ୍ ପଦକ୍ଷେପ ପାଇଁ ବେକାରୀ ବଢ଼ିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

https://twitter.com/RahulGandhi/status/1292365381684740097

ସେ ଆହୁରି କହିଛନ୍ତି, ‘ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କହିଥିଲେ ପ୍ରତିବର୍ଷ ସେ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ। ହେଲେ ମୋଦିଙ୍କ ଭୁଲ ନୀତି ଯୋଗୁଁ ୧୪ କୋଟି ଲୋକ ବେକାର ହୋଇଛନ୍ତି। ଏହାବାଦ ଏବେ ଲକଡାଉନ୍ ପାଇଁ ବେକାରୀ ହାର ବଢ଼ିଛି। ମୋଦି ସରକାର ଦେଶର ଯୁବକ ଯୁବତୀଙ୍କୁ ରୋଜଗାର ଦେଇପାରିବ ନାହିଁ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos