କୈଳାସ ମାନସରୋବର ଯିବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୩୧ ତାରିଖରେ ପବିତ୍ର କୈଳାସ ମାନସରୋବର ଯାତ୍ରାରେ ଯିବେ। ସେଠାରେ ସେ ଭଗବାନ ଶିବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ ବୋଲି ଜଣାପଡ଼ିଛି। କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାରକୁ ଯାଉଥିବା ବେଳେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ମଝି ଆକାଶରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହି ବିପଦରୁ ବର୍ତ୍ତିବା ପରେ ରାହୁଲ ଗାନ୍ଧି କୁଆଡ଼େ କୈଳାସ ମାନସରୋବର ଯାଇ ପୂଜାର୍ଚ୍ଚନା କରିବେ ବୋଲି କହିଥିଲେ। ରିପୋର୍ଟ ଅନୁସାରେ […]

1535525081-Rahul_Gandhi_BCCL

1535525081-Rahul_Gandhi_BCCL

Sampad Mahapatra
  • Published: Wednesday, 29 August 2018
  • Updated: 29 August 2018, 12:08 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୩୧ ତାରିଖରେ ପବିତ୍ର କୈଳାସ ମାନସରୋବର ଯାତ୍ରାରେ ଯିବେ। ସେଠାରେ ସେ ଭଗବାନ ଶିବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ ବୋଲି ଜଣାପଡ଼ିଛି।

କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାରକୁ ଯାଉଥିବା ବେଳେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ମଝି ଆକାଶରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହି ବିପଦରୁ ବର୍ତ୍ତିବା ପରେ ରାହୁଲ ଗାନ୍ଧି କୁଆଡ଼େ କୈଳାସ ମାନସରୋବର ଯାଇ ପୂଜାର୍ଚ୍ଚନା କରିବେ ବୋଲି କହିଥିଲେ।

ରିପୋର୍ଟ ଅନୁସାରେ ରାହୁଲ ଗାନ୍ଧି ନେପାଳ ରାସ୍ତା ଦେଇ କୈଳାସ ମାନସରୋବର ଯିବେ ନାହିଁ। ସେ ତିବ୍ବତ ଓ ଚୀନ୍‌ ଦେଇ ଏହି ପବିତ୍ର ଶୈବ ପୀଠକୁ ଯାତ୍ରା କରିବେ।

ଜୁନ୍‌ ମାସରେ ରାହୁଲ କୈଳାସ ମାନସରୋବର ଯିବାକୁ ଚାହୁଁଥିଲେ। କିନ୍ତୁ ଶ୍ରଦ୍ଧାଳୁ ତାଲିକାରେ ରାହୁଲଙ୍କ ନାଁ ନଥିଲା। ଏ ସମ୍ପର୍କରେ ସୂଚନା ଦେଇ ବୈଦେଣିକ ମନ୍ତ୍ରାଳୟ କହିଥିଲା ଯେ, ରାହୁଲ ଗାନ୍ଧି କୈଳାସ ମାନସରଭୋର ଯିବାକୁ ଚାହୁଁଥିବା ସଂକ୍ରାନ୍ତ କୌଣସି ଆବେଦନ କରିନାହାନ୍ତି। ତେଣୁ ସେ କୈଳାସ ମାନସରୋବର ଯାଇ ପାରିବେ ନାହିଁ।

କିନ୍ତୁ ଏବେ ରାହୁଲ ଅଗଷ୍ଟ ୩୧ରେ କୈଳାସ ମାନସରୋବର ଯିବେ ବୋଲି ଜଣାପଡ଼ିଛି। ଏସଂକ୍ରାନ୍ତରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story