ରାହୁଲଙ୍କୁ ଭେଟିଲେ ତାଙ୍କ ଜନ୍ମ ବେଳେ ଉପସ୍ଥିତ ଥିବା ନର୍ସ

ଓ୍ୱାଇନାଡ଼(କେରଳ): ନିଜର ଜନ୍ମ ସମୟରେ ହସ୍ପିଟାଲର ଓ୍ୱାର୍ଡରେ ଉପସ୍ଥିତ ଥିବା ଜଣେ ନର୍ସଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏ ନେଇ ସେ ଖୁସି ପ୍ରକାଶ କରିଥିବା ସୋଶାଲ ମିଡିଆରେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରି କହିଛନ୍ତି। ଅବସର ପ୍ରାପ୍ତ ନର୍ସ ଭଭଥିଲ ଓ ତାଙ୍କ ପରିବାର ଯେତେବେଳେ ରାହୁଲଙ୍କୁ ଭେଟିଥିଲେ ସେତେବେଳେ ରାହୁଲଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇଯାଇଥିଲେ। ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ସଂସଦୀୟ କ୍ଷେତ୍ର କେରଳର ଓ୍ୱାଇନାଡ଼ […]

RAHUL MEET HIS NURSE

RAHUL MEET HIS NURSE

Subhransu Sekhar
  • Published: Sunday, 09 June 2019
  • Updated: 09 June 2019, 02:47 PM IST

Sports

Latest News

ଓ୍ୱାଇନାଡ଼(କେରଳ): ନିଜର ଜନ୍ମ ସମୟରେ ହସ୍ପିଟାଲର ଓ୍ୱାର୍ଡରେ ଉପସ୍ଥିତ ଥିବା ଜଣେ ନର୍ସଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏ ନେଇ ସେ ଖୁସି ପ୍ରକାଶ କରିଥିବା ସୋଶାଲ ମିଡିଆରେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରି କହିଛନ୍ତି। ଅବସର ପ୍ରାପ୍ତ ନର୍ସ ଭଭଥିଲ ଓ ତାଙ୍କ ପରିବାର ଯେତେବେଳେ ରାହୁଲଙ୍କୁ ଭେଟିଥିଲେ ସେତେବେଳେ ରାହୁଲଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇଯାଇଥିଲେ।

ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ସଂସଦୀୟ କ୍ଷେତ୍ର କେରଳର ଓ୍ୱାଇନାଡ଼ ନିର୍ବାଚନମଣ୍ଡଳୀ ଗସ୍ତର ଅନ୍ତିମ ଦିନ ଥିଲା। ଏହି ଅବସରରେ ସେ ବିଭିନ୍ନ ଲୋକଙ୍କୁ ଭେଟି ଭୋଟ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଏହି ସମୟରେ ତାଙ୍କ ଜନ୍ମ ବେଳେ ହସ୍ପିଟାଲ ଓ୍ୱାର୍ଡରେ ଉପସ୍ଥିତ ଥିବା ନର୍ସ ଭବଥିଲଙ୍କ ସହ ସାକ୍ଷାତ ହୋଇଥିଲା। ରାହୁଲ ମଧ୍ୟ ଭାଭଥିଲଙ୍କୁ ଦେଖି ଖୁସି ହୋଇଥିଲେ।

୧୯୭୯ ମସିହା ଜୁନ ୧୯ରେ ରାହୁଲ ଗାନ୍ଧି ଦିଲ୍ଲୀସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ଭବଥିଲ ସେହି ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ୧୯୮୭ ମସିହାରେ ଅବସର ଗ୍ରହଣ କରିବା ପରେ ଭଭଥିଲି ନିଜ ଗାଁକୁ ଫେରି ଆସିଥିଲେ। ଏବେ ସେ କେରଳର ସୁଲତାନ ବଠେରିରେ ରହୁଛନ୍ତି।

ରାହୁଲଙ୍କୁ ଭେଟି ଭଭଥିଲ ପଣସ ଚିପ୍ସ ଓ ମିଠା ଉପହାର ଦେଇଥିଲେ ବୋଲି ଜଣାପଡିଛି ସେତେବେଳେ। ଭବଥିଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ହେଉଛି ପ୍ରଥମ ବ୍ୟକ୍ତି, ଯିଏ କି ରାହୁଲ ଜନ୍ମ ହେବା ପରେ ମୋ ହାତରେ ଧରିଥିଲି। କେବେ ତାଙ୍କୁ ଭେଟିବି ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ହେଲେ ଏବେ ତାଙ୍କ ଅଞ୍ଚଳର ସାଂସଦ ଭାବରେ ରାହୁଲଙ୍କୁ ଭେଟିଥିବାରୁ ସେ ବହୁତ ଖୁସି ବୋଲି ଭବଥିଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story