ରେଳ ଟ୍ରାକ୍‌ ତାଡ଼ି ଦେଲେ ନକ୍ସଲ

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 10:56 AM IST
<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସୀମାରେ ଲାଲବାହିନୀର ତାଣ୍ଡବ। ଛତିଶଗଡ଼ର ଦାନ୍ତେଓ୍ୱାଡ଼ାର କମାଲୁର ଷ୍ଟେସନ୍&zwnj; ନିକଟରେ ଏକ ରେଳ ଟ୍ରାକକୁ ନକ୍ସଲମାନେ ତାଡ଼ି ଦେଇଛନ୍ତି। ଏଥିପାଇଁ ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥାଆନ୍ତା। ତେବେ ତାହା ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା।</p> <p>&lt;a href=&quot;&quot;&gt;(image) &lt;/a&gt;</p> <p>ସୂଚନା ଅନୁସାରେ, ଗତକାଲି ରାତିରେ ଏକ ପାସେଞ୍ଜର ଟ୍ରେନ୍&zwnj; କମାଲୁରରୁ ଦାନ୍ତେଓ୍ୱାଡ଼ା ଯାଉଥିଲା। ଟ୍ରେନ୍&zwnj;ଟି ମନ୍ଥର ଗତିରେ ଚାଲୁଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।</p> <p>https://youtu.be/oFBx8JFfFR8</p>

Related story