ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪୪ ବର୍ଷ ପୂରଣ କଲେ ସୁପରଷ୍ଟାର୍‌ ରଜନୀକାନ୍ତ

ମୁମ୍ୱାଇ: ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪୪ ବର୍ଷ ପୂରଣ କରିଛନ୍ତି। ରାଜନୀତିରେ ସକ୍ରିୟ ରହିବା ସତ୍ତ୍ୱେ ରଜନୀକାନ୍ତ ଆଜି ବି ତାଙ୍କ ଫ୍ୟାନ୍ସଙ୍କ ନିକଟରେ ଲୋକପ୍ରିୟ ହୋଇ ରହିଛନ୍ତି। ଇଣ୍ଡଷ୍ଟ୍ରୀରେ ୪୪ ବର୍ଷ ପୂରଣ କରିଥିବାରୁ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ଟ୍ୱିଟର୍‌ରେ ରଜନୀକାନ୍ତଙ୍କୁ ନେଇ ଟ୍ରେଣ୍ଡ ଚାଲିଛି। ଏପରିକି ତାଙ୍କ ଫଟୋ ସହିତ ୪୪ ବର୍ଷ ଲେଖି ଫ୍ୟାନ୍ସମାନେ ପୋଷ୍ଟ ଓ ଶେଆର୍ କରୁଛନ୍ତି। #44YrsOfUnmatchableRAJINISM Happy and Proud to […]

r2

r2

Puspanjali Panda
  • Published: Sunday, 18 August 2019
  • Updated: 18 August 2019, 06:32 PM IST

Sports

Latest News

ମୁମ୍ୱାଇ: ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪୪ ବର୍ଷ ପୂରଣ କରିଛନ୍ତି। ରାଜନୀତିରେ ସକ୍ରିୟ ରହିବା ସତ୍ତ୍ୱେ ରଜନୀକାନ୍ତ ଆଜି ବି ତାଙ୍କ ଫ୍ୟାନ୍ସଙ୍କ ନିକଟରେ ଲୋକପ୍ରିୟ ହୋଇ ରହିଛନ୍ତି। ଇଣ୍ଡଷ୍ଟ୍ରୀରେ ୪୪ ବର୍ଷ ପୂରଣ କରିଥିବାରୁ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ଟ୍ୱିଟର୍‌ରେ ରଜନୀକାନ୍ତଙ୍କୁ ନେଇ ଟ୍ରେଣ୍ଡ ଚାଲିଛି। ଏପରିକି ତାଙ୍କ ଫଟୋ ସହିତ ୪୪ ବର୍ଷ ଲେଖି ଫ୍ୟାନ୍ସମାନେ ପୋଷ୍ଟ ଓ ଶେଆର୍ କରୁଛନ୍ତି।

https://twitter.com/Arunrajakamaraj/status/1162929994739306496

୧୯୭୫ ମସିହାରୁ ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିଲେ। ତାମିଲ ଫିଲ୍ମ ‘ଅପୂର୍ବ ରାଙ୍ଗଗଲ୍‌’ ହେଉଛି ତାଙ୍କର ଡେବ୍ୟୁ ଫିଲ୍ମ। ସାଉଥ୍‌ର ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିବା ପରେ ରଜନୀକାନ୍ତ ‘ଅନ୍ଧା କାନୁନ୍‌’, ‘ଚାଲବାଜ୍‌’, ‘ବୁଲନ୍ଦୀ’ ପରି ବଲିଉଡ୍‌ର ହିଟ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ନିକଟ ଅତୀତରେ ସେ ‘ଶିବାଜୀ’, ‘ପେଟ୍ଟା’, ‘କାଲା’, ‘୨.୦’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ଆଗାମୀ ଫିଲ୍ମ ହେଉଛି ‘ଦରବାର୍‌’। ଯାହା ୨୦୨୦ରେ ରିଲିଜ୍‌ ହେବ।

https://twitter.com/karthiksubbaraj/status/1162344344155762688

ରାଜନୀତିରେ ମଧ୍ୟ ରଜନୀକାନ୍ତ ବେଶ୍‌ ଚର୍ଚ୍ଚିତ। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିଲେ। ମୋଦି ଓ ଶାହଙ୍କ ପ୍ରଶଂସା କରିବାକୁ ଯାଇ ଦୁହିଁଙ୍କୁ ସେ କୃଷ୍ଣ ଓ ଅର୍ଜୁନଙ୍କୁ ଯୋଡ଼ି ବୋଲି କହିଥିଲେ। କେବଳ ସେତିକି ନୁହେଁ, କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସେ ମୋଦି ଓ ଶାହଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।

https://twitter.com/thalaivar1994/status/1162935810733199360

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story