ଗାଁର ନାଁ ପାଇଁ ବାହାଘରରେ ଦେଖା ଦେଉଥିଲା ସମସ୍ୟା: ସରକାର ବଦଳାଇ ଦେଲେ

ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ବସୁନ୍ଧରା ରାଜେ ସିନ୍ଧେ ସରକାର ୩ଟି ଗାଁର ନାଁ ବଦଳାଇ ଦେଇଛନ୍ତି। ଏହା ମଧ୍ୟରେ ରହିଛି ‘ମିୟାଁ କା ବାଡ଼ା’ ଗାଁ। ଏବେ ଏହାର ନାଁ ବଦଳି ‘ମହେଶ ନଗର’ ହୋଇଯାଇଛି। ଉଲ୍ଲେଖନୀୟ କଥା ହେଲା ଏପରି ନାଁ କାରଣରୁ ଏଠାରେ ବିବାହକୁ ନେଇ ବହୁତ ସମସ୍ୟା ହେଉଥିଲା ବୋଲି ଲୋକେ ବହୁ ଦିନରୁ ଅଭିଯୋଗ କରି ଆସୁଥିଲେ। ଭାରତୀୟ ସୀମାରେ ବାଡ଼ମେର୍‌ ଜିଲ୍ଲାରେ ଥିବା ଏହି ଗାଁର ଲୋକସଂଖ୍ୟା […]

village

village

Ordigital Desk
  • Published: Friday, 10 August 2018
  • Updated: 10 August 2018, 11:27 AM IST

Sports

Latest News

ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ବସୁନ୍ଧରା ରାଜେ ସିନ୍ଧେ ସରକାର ୩ଟି ଗାଁର ନାଁ ବଦଳାଇ ଦେଇଛନ୍ତି। ଏହା ମଧ୍ୟରେ ରହିଛି ‘ମିୟାଁ କା ବାଡ଼ା’ ଗାଁ। ଏବେ ଏହାର ନାଁ ବଦଳି ‘ମହେଶ ନଗର’ ହୋଇଯାଇଛି। ଉଲ୍ଲେଖନୀୟ କଥା ହେଲା ଏପରି ନାଁ କାରଣରୁ ଏଠାରେ ବିବାହକୁ ନେଇ ବହୁତ ସମସ୍ୟା ହେଉଥିଲା ବୋଲି ଲୋକେ ବହୁ ଦିନରୁ ଅଭିଯୋଗ କରି ଆସୁଥିଲେ।

ଭାରତୀୟ ସୀମାରେ ବାଡ଼ମେର୍‌ ଜିଲ୍ଲାରେ ଥିବା ଏହି ଗାଁର ଲୋକସଂଖ୍ୟା ପ୍ରାୟ ଦୁଇ ହଜାର। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅନେକ ଲୋକ ଭାବୁଥିଲେ ‘ମିୟାଁ କା ବାଡ଼ା’ ଗାଁର ଲୋକେ ମୁସ୍‌ଲିମ୍‌ ହୋଇଥିବେ। ତେଣୁ ଏଠାରେ ହିନ୍ଦୁ ଧର୍ମର ପିଲାମାନଙ୍କ ବିବାହ ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ହେଲେ ଏଠାରେ ସଂଖ୍ୟାଧିକ ଲୋକ ହିନ୍ଦୁ ସମ୍ପ୍ରଦାୟର।

ସ୍ଥାନୀୟ ସରପଞ୍ଚ ହନୁମାନ ସିଂହ କହିଛନ୍ତି, “ପୂର୍ବରୁ ଗାଁର ନାଁ ମହେଶ ରୋ ବାଡ଼ୋ ଥିଲା। ଦେଶ ସ୍ୱାଧୀନ ହେବା ପରେ ଏହାର ନାଁ ବଦଳାଇ ‘ମିୟାଁ କା ବାଡ଼ା’ ରଖି ଦିଆଯାଇଥିଲା।”

ଏହାବାଦ୍‌ ଅନ୍ୟ ଦୁଇଟି ଗାଁର ନାଁ ମଧ୍ୟ ରାଜ୍ୟ ସରକାର ବଦଳାଇ ଦେଇଛନ୍ତି। ଝୁନ୍‌ଝୁନ୍‌ ଜିଲ୍ଲାର ଇସମାଇଲ୍‌ ଖୁର୍ଦ ଗାଁ ନାଁ ବଦଳାଇ ପିଚନୱା ଖୁର୍ଦ ରଖାଯାଇଛି। ସେହିପରି ଜାଲୋ ଜିଲ୍ଲାର ନରପଡ଼ାର ନାଁ ବଦଳାଇ ନରପୁରା କରି ଦିଆଯାଇଛି।

ରେଳ ମନ୍ତ୍ରାଳୟ, ଡାକ ବିଭାଗ ଓ ଭାରତୀୟ ସର୍ବେକ୍ଷଣ ବିଭାଗ ପକ୍ଷରୁ କୌଣସି ଆପତ୍ତି ଉଠା ନଯିବା ପରେ ଗୃହ ମନ୍ତ୍ରାଳୟ ଏହି ୩ଟି ଗାଁର ନାଁ ବଦଳାଇଛନ୍ତି। ଗାଁର ନାଁ ବଦଳାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story