ରାମ ମନ୍ଦିର ନିର୍ମାଣ ହେବା ପଛର କଂଗ୍ରେସ ନେତା: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ନେଇ ଭୂମି ପୂଜା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଅନେକ ନେତା, ସାଧୁ ଏହି ଅବସରରେ ଯୋଗ ଦେବେ। ଏହା ପୂର୍ବରୁ ଜାତୀୟ ଗଣମାଧ୍ୟମ ଟିଭି9 ଭାରତବର୍ଷର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି, ରାମ ମନ୍ଦିର ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଅବଦାନ ନାହିଁ। ରାମ ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଯାହା ବି ବିତର୍କ […]

Ram-Mandir (1)

Ram-Mandir (1)

Subhransu Sekhar
  • Published: Sunday, 02 August 2020
  • Updated: 03 August 2020, 08:38 AM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ନେଇ ଭୂମି ପୂଜା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଅନେକ ନେତା, ସାଧୁ ଏହି ଅବସରରେ ଯୋଗ ଦେବେ। ଏହା ପୂର୍ବରୁ ଜାତୀୟ ଗଣମାଧ୍ୟମ ଟିଭି9 ଭାରତବର୍ଷର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି, ରାମ ମନ୍ଦିର ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଅବଦାନ ନାହିଁ।

ରାମ ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଯାହା ବି ବିତର୍କ ହୋଇଛି ତାହା ଆମ ମାନଙ୍କ ପାଇଁ। ପ୍ରଧାନମନ୍ତ୍ରୀ କି ସରକାର ଏଭଳି କିଛି ନିଷ୍ପତ୍ତି ନେଇନାହିଁ। ଏମିତି କିଛି ସରକାର କରି ନାହାନ୍ତି ଯେଉଁଥିପାଇଁ କହି ହେବ ଯେ ସରକାରଙ୍କ ପାଇଁ ରାମ ମନ୍ଦିର ନିର୍ମାଣ ହେଉଛି।

ବାସ୍ତବରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ନରସିମହା ରାଓ ଏବଂ ବିଶ୍ୱ ହିନ୍ଦୁ ପରିଷଦର ନେତା ଅଶୋକ ସିଂହଲଙ୍କ ପାଇଁ ଆଜି ରାମ ମନ୍ଦିର ନିର୍ମାଣ ହେଉଛି ବୋଲି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି। ରାମ ସେତୁ ପ୍ରସଙ୍ଗରେ ଏକ ଫାଇଲ ପ୍ରଧାନମନ୍ତ୍ରୀଙ୍କ ଟେବୁଲରେ ୫ ବର୍ଷ ହେବ ପଡ଼ି ରହିଛି।

ଭୂମି ପୂଜା ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିନଥିବା ସୁବ୍ରମଣ୍ୟମ ସ୍ୱାମୀ ସ୍ପଷ୍ଟ କରିଛନ୍ତି। ମିଳିଥିଲେ ବି ସେ ଯାଇନଥାନ୍ତେ ବୋଲି କହିଛନ୍ତି। ହେଲେ ରାମ ମନ୍ଦିରକୁ ନେଇ ସେ କରିଥିବା ସମସ୍ତ କାମ ବାବଦରେ ଏହି ସାକ୍ଷତକାର ଜରିଆରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story