ଲଣ୍ଡନ: ବିନା ଶାରୀରିକ ସମ୍ପର୍କରେ ଜଣେ ମହିଳା ନିଜ ଭାଇଙ୍କ ଝିଅକୁ ଜନ୍ମ ଦେଇଛନ୍ତି। ଏହି ଖବରଟି କାଳ୍ପନିକ ଲାଗୁଥିଲେ ମଧ୍ୟ ସତ। ଆଜିର ଆଧୁନିକ ବିଜ୍ଞାନ ଯୋଗୁ ଏହା ସମ୍ଭବ ହୋଇପାରିଛି। ବ୍ରିଟେନର କମ୍ବ୍ରିଆରେ ରହୁଥିବା ୨୭ ବର୍ଷୀୟ ମହିଳା ଚ୍ୟାପେଲ କୂପର ନିଜ ଗର୍ଭରୁ ତାଙ୍କ ସମଲିଙ୍ଗୀ ଭାଇ ସ୍କଟ ଷ୍ଟିଫେନସଙ୍କ ଝିଅକୁ ଜନ୍ମ ଦେଇଛନ୍ତି।
ସୂଚନାଯୋଗ୍ୟ, କୂପରଙ୍କ ଭାଇ ଷ୍ଟିଫେନ୍ସ ଅନ୍ୟ ଜଣେ ପୁରୁଷଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିଛନ୍ତି। ଗୋଟିଏ ପଟେ ଷ୍ଟିଫେନ୍ସ ଏକ ସନ୍ତାନର ପିତା ହେବାକୁ ଚାହୁଁଥିବା ବେଳେ ସେ କୌଣସି ମହିଳାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ। ତେଣୁ ତାଙ୍କ ଭଉଣୀ କୂପର ତାଙ୍କ ଭାଇଙ୍କ ସମଲିଙ୍ଗୀ ପାର୍ଟନରଙ୍କ ଶୁକ୍ରାଣୁ ଆଣି ଫର୍ଟିଲାଇଜେସନ ଜରିଆରେ ଏକ କନ୍ୟାକୁ ଜନ୍ମ ଦେଇଛନ୍ତି।
କୂପରଙ୍କ ପୂର୍ବରୁ ଜଣେ ଝିଅ ରହିଛି। ଏବେ ସେ ଏହି ନବଜାତ କନ୍ୟାର ବାୟୋଲଜିକାଲ ମାଆ ମଧ୍ୟ ହୋଇଛନ୍ତି। ଅର୍ଥାତ, ସେ ଏହି କନ୍ୟାର ଉଭୟ ମାଆ ଓ ମାଉସୀ ହେବାର ନିଆରା ପରିଚୟ ପାଇଛନ୍ତି। ଭଉଣୀଙ୍କର ଏଭଳି ସାହାଯ୍ୟ ପାଇଁ ତାଙ୍କୁ ଭାଇ ଷ୍ଟିଫେନସ ଓ ତାଙ୍କ ସମଲିଙ୍ଗୀ ବନ୍ଧୁ ସୋଶାଲ ମିଡିଆରେ ଖୁବ୍ ପ୍ରଶଂସା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ
ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
National
ନାତିକୁ ନେବା ପାଇଁ ଚାହୁଁଥିଲେ ଅତୁଲଙ୍କ ମା’, ଚର୍ଚ୍ଚାରେ କୋର୍ଟଙ୍କ ‘ଅପରିଚିତ’ ବୟାନ
୩୪ ବର୍ଷୀୟ ଅତୁଲ ସୁଭାଷ ଡିସେମ୍ବର ମାସରେ ଆତ୍ମହତ୍ୟା କରିଥିଲେ। ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନା ଏବଂ ମିଛ କେସ୍କୁ ସହି ନ ପାରି ସେ ଜୀବନ ହାରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ।
Politics
‘ବାହାନା ନୁହେଁ, ପରିବର୍ତ୍ତନ ଦରକାର’ ଗୀତ ରିଲିଜ କଲା ବିଜେପି
ଗୀତ ଜରିଆରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ଆପ୍ ସରକାର ସମୟରେ ଦିଲ୍ଲୀରେ ହୋଇଥିବା ସମସ୍ୟାକୁ ଗୀତ ଜରିଆରେ ବିଜେପି ଦେଖାଇବାକୁ ଚେଷ୍ଟା କରିଛି।
Politics
ଅମିତ ଶାହଙ୍କୁ 'ନିର୍ବାଚନୀ ମୁସଲମାନ' କହି ଫଟୋ ପୋଷ୍ଟ କଲା ଆପ୍
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର୍ ଜାରି ରହିଛି। କିଛିଦିନ ତଳେ କେଜ୍ରିୱାଲଙ୍କୁ ନିର୍ବାଚନୀ ହିନ୍ଦୁ ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି। ଆଜି ଶାହଙ୍କୁ ନିର୍ବାଚନୀ ମୁସଲମାନ କହି ଫଟୋ ପୋଷ୍ଟ କରିଛି ଆପ୍।