ମହିଳାଙ୍କୁ ଗୋଇଠା ମାରିବା ପରେ ରାକ୍ଷୀ ବନ୍ଧାଇଲେ ବିଜେପି ବିଧାୟକ, ରବିନା ଟଣ୍ଡନ ଦେଲେ ଏମିତି କମେଣ୍ଟ

ଅହମଦାବାଦ: ପ୍ରଥମେ ମହିଳାଙ୍କୁ ଗୋଇଠା ମାରିଲେ, ଏବେ ତାଙ୍କ ଭୁଲ ପାଇଁ  କ୍ଷମା ମାଗିଲେ। ତାପରେ ମହିଳାଙ୍କୁ ହାତରୁ ନିଜ ହାତରେ ରାକ୍ଷୀ ବାନ୍ଧିଛନ୍ତି ଗୁଜରାଟର ବିଜେପି ବିଧାୟକ ବଲରାମ ଥାଓ୍ୱନୀ। ଏନସିପି ସମର୍ଥକ ନୀତୁ ତେଜଓ୍ୱାନୀ ନାମକ ମହିଳା ପାଣି ସମସ୍ୟା ବାବଦରେ ଅଭିଯୋଗ କରିବାକୁ ଆସିଥିବା ବେଳେ ବିଜେପି ବିଧାୟକ ଜଣଙ୍କ ବିଚ ରାସ୍ତାରେ ତାଙ୍କୁ ଗୋଇଠା ମାରିଥିଲେ। ମହିଳାଙ୍କୁ ମାଡ଼ର ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଦଳ ବିଧାୟକଙ୍କୁ କ୍ଷମା […]

gujrat bjp leader appolised

gujrat bjp leader appolised

Subhransu Sekhar
  • Published: Monday, 03 June 2019
  • Updated: 03 June 2019, 07:42 PM IST

Sports

Latest News

ଅହମଦାବାଦ: ପ୍ରଥମେ ମହିଳାଙ୍କୁ ଗୋଇଠା ମାରିଲେ, ଏବେ ତାଙ୍କ ଭୁଲ ପାଇଁ  କ୍ଷମା ମାଗିଲେ। ତାପରେ ମହିଳାଙ୍କୁ ହାତରୁ ନିଜ ହାତରେ ରାକ୍ଷୀ ବାନ୍ଧିଛନ୍ତି ଗୁଜରାଟର ବିଜେପି ବିଧାୟକ ବଲରାମ ଥାଓ୍ୱନୀ। ଏନସିପି ସମର୍ଥକ ନୀତୁ ତେଜଓ୍ୱାନୀ ନାମକ ମହିଳା ପାଣି ସମସ୍ୟା ବାବଦରେ ଅଭିଯୋଗ କରିବାକୁ ଆସିଥିବା ବେଳେ ବିଜେପି ବିଧାୟକ ଜଣଙ୍କ ବିଚ ରାସ୍ତାରେ ତାଙ୍କୁ ଗୋଇଠା ମାରିଥିଲେ। ମହିଳାଙ୍କୁ ମାଡ଼ର ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଦଳ ବିଧାୟକଙ୍କୁ କ୍ଷମା ମାଗିବାକୁ କହିଥିଲା। ଆଜି ସଂପୃକ୍ତ ମହିଳାଙ୍କ ହାତରୁ ବିଧାୟକ ରାକ୍ଷୀ ବାନ୍ଧିବା ସହିତ କ୍ଷମା ମାଗିଛନ୍ତି।

ବିଧାୟକ କ୍ଷମା ମାଗି ରାକ୍ଷୀ ବାନ୍ଧିବା ପରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ୍‌ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଫୁଲ୍ ନାଟକ।

ଅନ୍ୟପକ୍ଷେ କିଛି ଉଦ୍ଦେଶ୍ୟ ରଖି ସେ ମହିଳାଙ୍କୁ ବାଡ଼େଇ ନାହାନ୍ତି ବୋଲି କହିବା ସଙ୍ଗେସଙ୍ଗେ ଆଗାମୀ ଦିନରେ ଏଭଳି ଭୁଲ କେବେ ବି ହେବନି ବୋଲି କହିଛନ୍ତି ବିଜେପି ବିଧାୟକ ବଲରାମ ଥାଓ୍ୱନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story