ରାହୁଲଙ୍କ ଅଭିଯୋଗର ଜବାବ ଦେଲେ ରବିଶଙ୍କର

ନୂଆଦିଲ୍ଲୀ: ଭାରତରେ ବିଜେପି-ଆରଏସଏସ ଫେସବୁକ ଏବଂ ହ୍ୱାଟସଆପକୁ ନିୟନ୍ତ୍ରଣ କରୁଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ଆମେରିକାର ଦ ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟକୁ ଦର୍ଶାଇ ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ଏବେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରାହୁଲଙ୍କୁ ଟ୍ୱିଟ୍ କରି କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ନିଜ ଦଳକୁ ପ୍ରଭାବିତ କରିପାରନ୍ତି ନାହିଁ, ସେମାନେ କହୁଛନ୍ତି ସମଗ୍ର ବିଶ୍ୱ ବିଜେପି ଏବଂ ଆରଏସଏସ ଦ୍ୱାରା […]

rahul-gandhi-ravi-shankar-prasad

rahul-gandhi-ravi-shankar-prasad

Subhransu Sekhar
  • Published: Sunday, 16 August 2020
  • Updated: 16 August 2020, 08:48 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ବିଜେପି-ଆରଏସଏସ ଫେସବୁକ ଏବଂ ହ୍ୱାଟସଆପକୁ ନିୟନ୍ତ୍ରଣ କରୁଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ଆମେରିକାର ଦ ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟକୁ ଦର୍ଶାଇ ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ଏବେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରାହୁଲଙ୍କୁ ଟ୍ୱିଟ୍ କରି କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ନିଜ ଦଳକୁ ପ୍ରଭାବିତ କରିପାରନ୍ତି ନାହିଁ, ସେମାନେ କହୁଛନ୍ତି ସମଗ୍ର ବିଶ୍ୱ ବିଜେପି ଏବଂ ଆରଏସଏସ ଦ୍ୱାରା ନିୟନ୍ତ୍ରିତ।

ରବି ଶଙ୍କର ପ୍ରସାଦ ଟ୍ୱିଟରେ ଆହୁରି ଲେଖିଛନ୍ତି, “ନିର୍ବାଚନ ପୂର୍ବରୁ ତଥ୍ୟକୁ ଅସ୍ତ୍ର କରିବା ପାଇଁ କେମ୍ବ୍ରିଜ୍ ଆନାଲିଟିକ ଏବଂ ଫେସବୁକ ସହିତ କରିଥିବା ଡିଲ ଧରା ପଡ଼ିଥିଲା। ବର୍ତ୍ତମାନ ଆମକୁ ପ୍ରଶ୍ନ ପଚାରୁଛ?' ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଉ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ କହିଥିଲେ, 'ସତ କଥା ହେଉଛି ଆଜି ସୂଚନା ତଥା ଅଭିବ୍ୟକ୍ତିର ସ୍ୱାଧୀନତାକୁ ଗଣତାନ୍ତ୍ରିକରଣ କରାଯାଇଛି। ଏହା ଆଉ ଆପଣଙ୍କ ପରିବାରର ଚାକରମାନଙ୍କ ଦ୍ୱାରା ନିୟନ୍ତ୍ରିତ ନୁହେଁ, ତେଣୁ ଆପଣ ଯନ୍ତ୍ରଣା ଭୋଗୁଛନ୍ତି। ବେଙ୍ଗାଲୁରୁ ଦଙ୍ଗା ପାଇଁ ଆପଣଙ୍କ ମୁହଁରୁ ନିନ୍ଦା ଶୁଣିବାକୁ ମିଳିନି। ଏଭଳି କହିବାକୁ କେମିତି ସାହାସ ମିଳିଲା”?

https://twitter.com/rsprasad/status/1294945561909452800

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଟ୍ୱିଟ କରି କହିଥିଲେ “ବିଜେପି ଏବଂ ଆରଏସଏସ ମିଛ ଖବର ପ୍ରଚାର କରନ୍ତି। ଏହା ମାଧ୍ୟମରେ ଘୃଣା ସୃଷ୍ଟି କରାନ୍ତି। ଏମିତିକି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଫେସବୁକକୁ ବ୍ୟବହାର କରନ୍ତି। ଆମେରିକା ଗଣମାଧ୍ୟମ ଫେସବୁକର ଏଭଳି ନୀତି ବାବଦରେ ସତ୍ୟତା ପ୍ରକାଶ କରିଛି”।

ଆମେରିକାର ଏହି ଖବରକାଗଜ ଦାବି କରିଛି ଯେ, ଫେସବୁକ ଇଣ୍ଡିଆର ନିର୍ଦ୍ଦେଶକ ଅନଖୀ ଦାସ କର୍ମଚାରୀଙ୍କୁ କହିଛନ୍ତି ଯେ ବିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କମ୍ପାନୀର ବ୍ୟବସାୟ ଉପରେ ପ୍ରଭାବ ପକାଇବ। ଫେସବୁକ୍ ପାଇଁ ଭାରତ ହେଉଛି ସବୁଠାରୁ ବଡ ବଜାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story