ଉତ୍ପାଦନ କ୍ଷେତ୍ରରେ ନିବେଶ ପାଇଁ ସଙ୍କେତ ମିଳିଛି: ଶକ୍ତିକାନ୍ତ ଦାସ

ମୁମ୍ୱାଇ: ଦେଶରେ ଅଭିବୃଦ୍ଧି ବଢ଼ିବା ପାଇଁ ପ୍ରଥମେ ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ୱ ଦେବା ଆବଶ୍ୟକ। ଦେଶର ଉତ୍ପାଦ କମ୍ପାନୀମାନେ ବୈଷୟିକ ଚେନ୍ କମ୍ପାନୀଙ୍କ ସହଯୋଗରେ ଉତ୍ପାଦକୁ ଏକ୍ସପୋର୍ଟ କରିବା ଆବଶ୍ୟକ। ଇଣ୍ଡିଆ ଇକୋନମିକ କନକ୍ସେଭରେ ଯୋଗ ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେବଳ ବୈଷୟିକ କାରଣକୁ ଦର୍ଶାଇ ହେବନି। ଏଥିପାଇଁ ଅନେକ କାରଣ ରହିଛି ବୋଲି ଆରବିଆଇ ମୁଖିଆ କହିଛନ୍ତି। ଏବେ ଦେଶର […]

shaktikant-dash

shaktikant-dash

Subhransu Sekhar
  • Published: Monday, 16 December 2019
  • Updated: 16 December 2019, 04:55 PM IST

Sports

Latest News

ମୁମ୍ୱାଇ: ଦେଶରେ ଅଭିବୃଦ୍ଧି ବଢ଼ିବା ପାଇଁ ପ୍ରଥମେ ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ୱ ଦେବା ଆବଶ୍ୟକ। ଦେଶର ଉତ୍ପାଦ କମ୍ପାନୀମାନେ ବୈଷୟିକ ଚେନ୍ କମ୍ପାନୀଙ୍କ ସହଯୋଗରେ ଉତ୍ପାଦକୁ ଏକ୍ସପୋର୍ଟ କରିବା ଆବଶ୍ୟକ। ଇଣ୍ଡିଆ ଇକୋନମିକ କନକ୍ସେଭରେ ଯୋଗ ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି।

ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେବଳ ବୈଷୟିକ କାରଣକୁ ଦର୍ଶାଇ ହେବନି। ଏଥିପାଇଁ ଅନେକ କାରଣ ରହିଛି ବୋଲି ଆରବିଆଇ ମୁଖିଆ କହିଛନ୍ତି। ଏବେ ଦେଶର ମାନ୍ଦାବସ୍ଥା ଟ୍ରାକକୁ ଆସିବ ବୋଲି ସଙ୍କେତ ଦେଇସାରିଛି। ଆରବିଆଇ ମାନ୍ଦାବସ୍ଥା, ମହଙ୍ଗା, ବ୍ୟାଙ୍କ ଗୁଡ଼ିକରେ ଦେଖାଦେଇଥିବା ସ୍ଥିତି ଏବଂ ଏନବିଏଫସିରୁ ମୁକୁଳିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ଆରବିଆଇ ମୁଖିଆ କହିଛନ୍ତି, ଦେଶର ଅଭିବୃଦ୍ଧିରେ ମାନ୍ଦାବସ୍ଥା ଆସିବ ବୋଲି ଆରବିଆଇ ପୂର୍ବରୁ ଆକଳନ କରିସାରିଥିଲା। ତେଣୁ ସରକାର ଓ ଆରବିଆଇର ମିଳିତ ନିଷ୍ପତ୍ତି ଅନୁଯାୟୀ ଫେବୃଆରୀରୁ ଋଣ ହାର ହ୍ରାସ କରାଯାଇଥିଲା। ଅଭିବୃଦ୍ଧି ବଢ଼ାଇବାକୁ ଯ।ଇ ଋଣହାର ହ୍ରାସ ଏବଂ ଲିକ୍ୱିଡିଟିକୁ ବଢ଼ାଇଥିଲା। ଦେଶର ଆର୍ଥିକ ସ୍ଥିତିକୁ ନେଇ ୧,୫୩୯ଟି କମ୍ପାନୀ ଦ୍ୱାରା ଆରବିଆଇ ସର୍ଭେ କରିଛି। ଏବେ ପୁଞ୍ଜିନିବେଶ କ୍ଷେତ୍ରରେ ସକାରାତ୍ମକ ଦେଖାଦେବ ବୋଲି ସଙ୍କେତ ମିଳିଥିବା ସେ କହିଛନ୍ତି।

ଏହାକୁ ନଜରରେ ରଖି ଆରବିଆଇ ୫ ଡିସେମ୍ୱରରେ ମୁଦ୍ରାସ୍ପୀତିର ସମୀକ୍ଷା ବୈଠକରେ ଋଣ ହାର ଏବଂ ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ କିନ୍ତୁ ଫେବୃଆରୀରୁ ଅକ୍ଚୋବର ମଧ୍ୟରେ ମୋଟ ୫ ଥରରେ ଆରବିଆଇ ୧.୩୫ ପ୍ରତିଶତ ରେପୋ ରେଟ୍ କମାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story