ଶସ୍ତା ହେଲା xaomi ଫୋନ୍‌

ନୂଆଦିଲ୍ଲୀ: ସାଓମି ଏମ୍‌ଆଇ ଆଣିଛି ଆଉ ଏକ ନୂଆ ଅଫର। ସାଓମି ତାର ଏକ ଫୋନର ଦାମ୍ ୫୦୦ ଟଙ୍କା କମାଇଦେଇଛି। ଫୋନ୍‌ଟି ହେଉଛି ରେଡମି-4। ବର୍ତ୍ତମାନ ଆପଣ ଏହି ଫୋନର ୩ଜିବି ରାମ୍, ୩୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟକୁ ୮,୪୯୯ ଟଙ୍କାରେ ଓ ୪ଜିବି ରାମ୍ , ୬୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟକୁ ୧୦,୪୯୯ ଟଙ୍କାରେ କିଣିପାରିବେ। ଯାହା ପୂର୍ବରୁ କ୍ରମେ ୮,୯୯୯ ଓ ୧୦,୯୯୯ ଟଙ୍କା ଥିଲା। କମ୍ପାନୀ ଏହାର ୨ଜିବି ରାମ୍, ୧୬ […]

redmi

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 04:32 PM IST

ନୂଆଦିଲ୍ଲୀ: ସାଓମି ଏମ୍‌ଆଇ ଆଣିଛି ଆଉ ଏକ ନୂଆ ଅଫର। ସାଓମି ତାର ଏକ ଫୋନର ଦାମ୍ ୫୦୦ ଟଙ୍କା କମାଇଦେଇଛି। ଫୋନ୍‌ଟି ହେଉଛି ରେଡମି-4। ବର୍ତ୍ତମାନ ଆପଣ ଏହି ଫୋନର ୩ଜିବି ରାମ୍, ୩୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟକୁ ୮,୪୯୯ ଟଙ୍କାରେ ଓ ୪ଜିବି ରାମ୍ , ୬୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟକୁ ୧୦,୪୯୯ ଟଙ୍କାରେ କିଣିପାରିବେ। ଯାହା ପୂର୍ବରୁ କ୍ରମେ ୮,୯୯୯ ଓ ୧୦,୯୯୯ ଟଙ୍କା ଥିଲା। କମ୍ପାନୀ ଏହାର ୨ଜିବି ରାମ୍, ୧୬ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ରେଡମି-5  ଲଞ୍ଚ ହେବା ପରେ ରେଡମି-4ର ଦାମ ହ୍ରାସ କରାଯାଇଛି। ଆପଣ ଏହି ୫୦୦ ଟଙ୍କା ରିହାତିର ଫାଇଦା ଆମାଜନ ଇଣ୍ଡିଆ ଓ Mi.comରେ ପାଇ ପାରିବେ। ଏହି ଦାମ୍ ହ୍ରାସ ସବୁଦିନ ପାଇଁ କରାଯାଇଛି ବୋଲି ଟ୍ୱିଟର ଆକାଉଣ୍ଟରେ ଜରିଆରେ କମ୍ପାନୀ ଘୋଷଣା କରିଛି।

 

Related story