'ଅଳ୍ପସଂଖ୍ୟକଙ୍କୁ ମିଳୁଥିବା ସୁବିଧା ହିନ୍ଦୁଙ୍କ ସହିତ ଭେଦଭାବ'

ନୂଆଦିଲ୍ଲୀ: ଅଳ୍ପସଂଖ୍ୟକଙ୍କ ପାଇଁ ନରେନ୍ଦ୍ର ମୋଦି ସରକାର ଗତ ବଜେଟରେ ୪,୭୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଏହି ଟଙ୍କା ଅଳ୍ପ ସଂଖ୍ୟକଙ୍କ ବିକାଶରେ ଖର୍ଚ୍ଚ ହେବ। ସରକାରଙ୍କ ଏଭଳି ନିଷ୍ପତ୍ତି ହିନ୍ଦୁ ସମୁଦାୟକଙ୍କ ସହିତ ଭେଦଭାବ ସୃଷ୍ଟି କରିଛି। ସରକାରଙ୍କ ଦ୍ୱାରା ଅଳ୍ପସଂଖ୍ୟକଙ୍କୁ ଦିଆଯାଉଥିବା ସୁବିଧାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଉତ୍ତର ପ୍ରଦେଶର ୫ ଜଣ ବ୍ୟକ୍ତି। ଏହି ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ୪ ସପ୍ତାହ ମଧ୍ୟରେ ନୋଟିସର ଜବାବ ଦେବାକୁ […]

SUPREMECOURT

SUPREMECOURT

Subhransu Sekhar
  • Published: Tuesday, 21 January 2020
  • Updated: 21 January 2020, 03:23 PM IST

ନୂଆଦିଲ୍ଲୀ: ଅଳ୍ପସଂଖ୍ୟକଙ୍କ ପାଇଁ ନରେନ୍ଦ୍ର ମୋଦି ସରକାର ଗତ ବଜେଟରେ ୪,୭୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଏହି ଟଙ୍କା ଅଳ୍ପ ସଂଖ୍ୟକଙ୍କ ବିକାଶରେ ଖର୍ଚ୍ଚ ହେବ। ସରକାରଙ୍କ ଏଭଳି ନିଷ୍ପତ୍ତି ହିନ୍ଦୁ ସମୁଦାୟକଙ୍କ ସହିତ ଭେଦଭାବ ସୃଷ୍ଟି କରିଛି। ସରକାରଙ୍କ ଦ୍ୱାରା ଅଳ୍ପସଂଖ୍ୟକଙ୍କୁ ଦିଆଯାଉଥିବା ସୁବିଧାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଉତ୍ତର ପ୍ରଦେଶର ୫ ଜଣ ବ୍ୟକ୍ତି। ଏହି ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ୪ ସପ୍ତାହ ମଧ୍ୟରେ ନୋଟିସର ଜବାବ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ କହିଛନ୍ତି।

ସରକାର ଏହି ଆବେଦନର ପକ୍ଷ ରଖିବାକୁ ଯାଇ କହିଛନ୍ତି, ଏହି ମାମଲା ବଡ଼ ବେଞ୍ଚକୁ ସ୍ଥାନାନ୍ତର କରାଯାଉ। କାରଣ ଏହି ଆବେଦନରେ ଜାତୀୟ ଅଳ୍ପସଂଖ୍ୟକ ଆକ୍ଟ, ୧୯୯୨ ତଥା ସାମ୍ବିଧାନିକ ନିୟମକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଆଟର୍ଣ୍ଣି ଜେନେରାଲ କେ. ବେଣୁଗୋପାଳ କହିଛନ୍ତି, ଏହି ମାମଲା ୫ ଜଣିଆ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ବେଞ୍ଚକୁ ପଠାଯିବାର ଆବଶ୍ୟକତା ରହିଛି। ହେଲେ କୋର୍ଟ ୩ ଜଣିଆ ସାମ୍ବିଧାନିକ ବେଞ୍ଚକୁ ପଠାଇ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଏହି ବେଞ୍ଜରୁ ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚକୁ ମାମଲା ପଠାଯାଇପାରିବ ବୋଲି କୋର୍ଟ କହିଛନ୍ତି।

ସରକାରଙ୍କ ଅଳ୍ପସଂଖ୍ୟକ ବଜେଟ ହିନ୍ଦୁଙ୍କ ସହିତ ଭେଦଭାବ କରାଯାଇଛି। ଆବେଦନକାରୀଙ୍କ ଓକିଲ ବିଷ୍ନୁ ଶଙ୍କର ଜୈନ କୋର୍ଟରେ ପକ୍ଷ ରଖି ଏହା କହିଛନ୍ତି। ସରକାର ଏବଂ ସଂସଦ ଅଳ୍ପସଂଖ୍ୟକକୁ ଅଧିକ ଅଗ୍ରାଧୀକାର ଦେଇ ପାରିବେ ନାହିଁ। ଏମିତିକି ସେମାନଙ୍କ ପାଇଁ କେବଳ ଲାଭକାରୀ ଯୋଜନା ଲାଗୁ କରିପାରିବେ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story