ଚେତାଇ ଦେଲା ରିଜର୍ଭ ବ୍ୟାଙ୍କ: ୧୫ ପ୍ରତିଶତ ବଢ଼ିଛି ବ୍ୟାଙ୍କ ଠକେଇ ମାମଲା 

ନୂଆଦିଲ୍ଲୀ: ଆମ ଦେଶରେ ବଢିଛି ବ୍ୟାଙ୍କ ଠକେଇ ମାମଲା  । ୨୦୧୭-୧୮ ଆର୍ଥିକ ବର୍ଷଠାରୁ ୨୦୧୮-୧୯ରେ ୧୫ ପ୍ରତିଶତ ଅଧିକ ବ୍ୟାଙ୍କ ଠକେଇ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୫ ହଜାର ୯୧୬ଟି ଠକେଇ ମାମଲା ହୋଇଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୬ ହଜାର ୮୦୧ରେ ପହଞ୍ଚିଛି । ସେହିପରି ଠକେଇ ଟଙ୍କାର ଅନୁପାତ ଦୃଷ୍ଟି କୋଣରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୪୧ ହଜାର ୧୬୭ କୋଟି ଟଙ୍କାର ଠକେଇ ହୋଇଥିଲା। ୨୦୧୮-୧୯ରେ […]

rbi-1..

rbi-1..

Niharika Rout
  • Published: Friday, 30 August 2019
  • Updated: 30 August 2019, 09:00 AM IST

Sports

Latest News

ନୂଆଦିଲ୍ଲୀ: ଆମ ଦେଶରେ ବଢିଛି ବ୍ୟାଙ୍କ ଠକେଇ ମାମଲା  । ୨୦୧୭-୧୮ ଆର୍ଥିକ ବର୍ଷଠାରୁ ୨୦୧୮-୧୯ରେ ୧୫ ପ୍ରତିଶତ ଅଧିକ ବ୍ୟାଙ୍କ ଠକେଇ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୫ ହଜାର ୯୧୬ଟି ଠକେଇ ମାମଲା ହୋଇଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୬ ହଜାର ୮୦୧ରେ ପହଞ୍ଚିଛି ।

ସେହିପରି ଠକେଇ ଟଙ୍କାର ଅନୁପାତ ଦୃଷ୍ଟି କୋଣରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୪୧ ହଜାର ୧୬୭ କୋଟି ଟଙ୍କାର ଠକେଇ ହୋଇଥିଲା। ୨୦୧୮-୧୯ରେ ଏହା ୭୧ ହଜାର ୫୪୨ କୋଟି ୯୩ ଲକ୍ଷକୁ ବୃଦ୍ଧି ପାଇଛି । ଯାହା ପୂର୍ବ ବର୍ଷଠାରୁ ୭୩.୮ ପ୍ରତିଶତ ଅଧିକ। ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି । ଇଣ୍ଟରନେଟ୍  ବ୍ୟାଙ୍କିଂ, ଡିଜିଟାଲ କାର୍ଡ, ଡିପୋଜିଟ୍, ଫରେନ ଏକ୍ସଚେଞ୍ଜ ଟ୍ରାନଜାକସନ୍, ଚେକ୍ , ଡିମାଣ୍ଡ ଡ୍ରାଫ୍ଟ ଆଦି କ୍ଷେତ୍ରରେ ଏହିସବୁ ଠକେଇ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story