ମଦୁଆ ମର୍ସିଡିଜ୍ ବେଞ୍ଜ୍ ଡ୍ରାଇଭର ପାଇଁ ଚାଲିଗଲା ସ୍ୱାମୀର ଜୀବନ, ସ୍ତ୍ରୀ ଗୁରୁତର

ହାଇଦ୍ରାବାଦ: ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରୟାଲ ଏନଫିଲ୍ଡ ବାଇକରେ ଦମ୍ପତ୍ତି ଯାଉଥିବା ସମୟରେ ଏକ ମର୍ସିଡିଜ୍ ବେଞ୍ଜ୍ ଆସି ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବେ ଗୁରୁତର ରହିଛନ୍ତି। ଏଭଳି ଘଟଣା ଘଟିଛି ହାଇଦ୍ରାବାଦର ସାଇବର ଟାଓ୍ୱାର ନିକଟରେ। ଯାହାର ସିସିଟିଭି ଫୁଟେଜ୍ କଏଦ ହୋଇଛି। ମୃତକଙ୍କ ନାମ ଗୌତମ ଦେବ ବୋଲି ଜଣାପଡ଼ିଛି। ସେ ସିକନ୍ଦରାବାଦର ଏକ କ୍ଲବର ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। […]

Hyderabad_CyberTowers_Accident

Hyderabad_CyberTowers_Accident

Subhransu Sekhar
  • Published: Saturday, 14 November 2020
  • Updated: 14 November 2020, 09:11 AM IST

Sports

Latest News

ହାଇଦ୍ରାବାଦ: ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରୟାଲ ଏନଫିଲ୍ଡ ବାଇକରେ ଦମ୍ପତ୍ତି ଯାଉଥିବା ସମୟରେ ଏକ ମର୍ସିଡିଜ୍ ବେଞ୍ଜ୍ ଆସି ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବେ ଗୁରୁତର ରହିଛନ୍ତି। ଏଭଳି ଘଟଣା ଘଟିଛି ହାଇଦ୍ରାବାଦର ସାଇବର ଟାଓ୍ୱାର ନିକଟରେ। ଯାହାର ସିସିଟିଭି ଫୁଟେଜ୍ କଏଦ ହୋଇଛି।

ମୃତକଙ୍କ ନାମ ଗୌତମ ଦେବ ବୋଲି ଜଣାପଡ଼ିଛି। ସେ ସିକନ୍ଦରାବାଦର ଏକ କ୍ଲବର ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। ଗାଡ଼ିରେ ଗୌତମ ଏବଂ ତାଙ୍କ ସ୍ତ୍ରୀ ଯାଉଥିବାବେଳେ ସାଇବର ଟାୱାର୍ ଟ୍ରାଫିକ୍ ଜଙ୍କସନ୍ ସିଗନାଲ ପାରି ହେଉଥିଲେ। ଏହି ସମୟରେ ତାଙ୍କ ବାମ ପାର୍ଶ୍ୱରେ ଆସୁଥିବା ଏକ ମର୍ସିଡିଜ୍ କାରଟି ଆସି ତାଙ୍କୁ ଧକ୍କା ଦେଇଥିଲା। ଏହାପରେ ଦମ୍ପତ୍ତି ରାସ୍ତା କଡ଼କୁ ଛିଟକି ହୋଇ ପଡ଼ିଥିଲେ। ମର୍ସିଡିଜ୍ କାର ଚଳାଉଥିବା ଚାଳକଙ୍କ ନାମ ମନଚାମ କାଶୀ ବିଶ୍ୱନାଥ ବୋଲି ଜଣା ପଡିଛି। କାରରେ ଚାଳକଙ୍କ ସହ ତାଙ୍କର କିଛି ସାଙ୍ଗ ମଧ୍ୟ ଥିଲେ। ସମସ୍ତେ ମଦ ପିଇଥିଲେ ବୋଲି ଜଣାପଡ଼ିଛି।

https://twitter.com/Paul_Oommen/status/1327240004569952256

ମାଧପୁର ଥାନା ଅଧିକାରୀ ପି ରବିନ୍ଦର ପ୍ରସାଦ କହିଛନ୍ତି, ଗୌତମ ଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ମେଡିକୋଭର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି କାର ଚଳାକ କାଶୀ ବିଶ୍ୱନାଥଙ୍କୁ ଗିରଫ କରାଯାଇଛି। ସେ ଓ ତାଙ୍କ ସାଙ୍ଗ କାର ଚଳାଇ ଡିନର ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏବେ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story