ସିରିଆରେ ଗୁଳିମାଡରେ ଖସିଲା ରୁଷିଆର ସାମରିକ ହେଲିକପ୍ଟର, ୫ମୃତ

ମସ୍କୋ:ସିରିଆରେ ରୁଷିଆର ଏକ ସାମରିକ ହେଲିକପ୍ଟରକୁ ଗୁଳି କରି ଆଜି ଖସେଇ ଦିଆଯାଇଛି। ଫଳରେ ଏଥିରେ ଥିବା ୫ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ରୁଷ ସେନା ପକ୍ଷରୁ ଦାବି କରାଯାଇଛି। ରୁଷର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଦାମିତ୍ରି ଏସ୍‌କୋଭ୍‌ କହିଛନ୍ତି,“ସିରିଆରେ ଆମ ସେନାର ଏକ ଲଢୁଆ ହେଲିକପ୍ଟରକୁ ଗୁଳି କରି ଖସାଇ ଦିଆଯାଇଥିବା ଖବର ହସ୍ତଗତ ହୋଇଛି। ଏଥିରେ ଥିବା ୫ ଜଣ ସେନା କର୍ମଚାରୀଙ୍କର ମୃତ୍ୟୁ ମଧ୍ୟ ଘଟିଛି। ସେମାନେ ବୀର ଭାବେ ଲଢିଛନ୍ତି।”

russian chopper shot dead

Rakesh Mallick
  • Published: Monday, 01 August 2016
  • , Updated: 04 May 2017, 03:44 PM IST

ମସ୍କୋ:ସିରିଆରେ ରୁଷିଆର ଏକ ସାମରିକ ହେଲିକପ୍ଟରକୁ ଗୁଳି କରି ଆଜି ଖସେଇ ଦିଆଯାଇଛି। ଫଳରେ ଏଥିରେ ଥିବା ୫ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ରୁଷ ସେନା ପକ୍ଷରୁ ଦାବି କରାଯାଇଛି।

ରୁଷର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଦାମିତ୍ରି ଏସ୍‌କୋଭ୍‌ କହିଛନ୍ତି,“ସିରିଆରେ ଆମ ସେନାର ଏକ ଲଢୁଆ ହେଲିକପ୍ଟରକୁ ଗୁଳି କରି ଖସାଇ ଦିଆଯାଇଥିବା ଖବର ହସ୍ତଗତ ହୋଇଛି। ଏଥିରେ ଥିବା ୫ ଜଣ ସେନା କର୍ମଚାରୀଙ୍କର ମୃତ୍ୟୁ ମଧ୍ୟ ଘଟିଛି। ସେମାନେ ବୀର ଭାବେ ଲଢିଛନ୍ତି।”

Related story