ସଚିନଙ୍କ ଭବିଷ୍ୟତ କଂଗ୍ରେସରେ ଅଛି କହି ସିନ୍ଧିଆଙ୍କୁ ଛିଗୁଲେଇଲେ ଦିଗବିଜୟ

ନୂଆଦିଲ୍ଲୀ: ସଚିନ ପାଇଲଟ ବିଜେପିକୁ ନଯାଇ କଂଗ୍ରେସରେ ରହିବା ଦରକାର। ଏଠାରେ ତାଙ୍କର ଭବିଷ୍ୟତ ଅଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ସଚିନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ବାଏ ବାଏ କହି ବିଜେପିରେ ଯୋଗ ଦେଇଛନ୍ତି। ସଚିନ ଏବେ ସିନ୍ଧିଆଙ୍କ ରାସ୍ତାକୁ ଅନୁସରଣ କରିବା ନ ଦରକାର କହି ପରୋକ୍ଷରେ ସିନ୍ଧିଆଙ୍କୁ ଛିଗୁଲେଇଛନ୍ତି ଦିଗି ରାଜା। ନିକଟରେ କଂଗ୍ରେସ ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦ […]

sachin scindia

sachin scindia

Subhransu Sekhar
  • Published: Sunday, 19 July 2020
  • Updated: 19 July 2020, 04:06 PM IST

ନୂଆଦିଲ୍ଲୀ: ସଚିନ ପାଇଲଟ ବିଜେପିକୁ ନଯାଇ କଂଗ୍ରେସରେ ରହିବା ଦରକାର। ଏଠାରେ ତାଙ୍କର ଭବିଷ୍ୟତ ଅଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ସଚିନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ବାଏ ବାଏ କହି ବିଜେପିରେ ଯୋଗ ଦେଇଛନ୍ତି। ସଚିନ ଏବେ ସିନ୍ଧିଆଙ୍କ ରାସ୍ତାକୁ ଅନୁସରଣ କରିବା ନ ଦରକାର କହି ପରୋକ୍ଷରେ ସିନ୍ଧିଆଙ୍କୁ ଛିଗୁଲେଇଛନ୍ତି ଦିଗି ରାଜା।

ନିକଟରେ କଂଗ୍ରେସ ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦ ଏବଂ ପିସିସି ସଭାପତି ପଦବୀରୁ ବିଦା କରିଛି। ସ୍ଥିତି ଏମିତି ଯେ ସଚିନ ପାଇଲଟଙ୍କ ସମେତ ୧୮ ବିଧାୟକଙ୍କ ପଦବୀକୁ ବରଖାସ୍ତ କରିବା ପାଇଁ ଅଶୋକ ଗେହଲଟ ସରକାର ସମନ କରିଛନ୍ତି। ମାମଲା ଏବେ କୋର୍ଟରେ।

ସେ ଆହୁରି କହିଛନ୍ତି, “ରାଜସ୍ଥାନ କଂଗ୍ରେସରେ ଦେଖାଦେଇଥିବା ସ୍ଥିତି ପାଇଁ ବିଜେପି ଦାୟୀ। ପାଇଲଟଙ୍କୁ ଫୋନ୍ ସହିତ ମେସେଜ କରିଛି ହେଲେ କୌଣସି ଉତ୍ତର ଆସିନାହିଁ। ସଚିନ ମୋର ପୁଅ ଭଳି। ପରସ୍ପରକୁ ଆମେ ସମ୍ମାନ କରୁ। ପ୍ରଥମ ଥର ପାଇଁ ପାଇଲଟ ମୋର ଉତ୍ତର ଦେଉ ନାହାନ୍ତି। ପୂର୍ବରୁ କଲ୍ ନଉଠାଇ ପାରିଲେ ବି ସଙ୍ଗେ ସଙ୍ଗେ ଉତ୍ତର ଦିଅନ୍ତି। ବୟସ ଆପଣଙ୍କ ସପକ୍ଷରେ ଅଛି। ଅଶୋକ ଗେହଲଟ ହୁଏତ ଆପଣଙ୍କୁ ଅପମାନ କରିଥାଇ ପାରନ୍ତି। ହେଲେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ। ସିନ୍ଧିଆଙ୍କ ଭଳି କିଛି ପଦକ୍ଷେପ ନିଅନାହିଁ”।

ସଚିନ ନୂଆ ଦଳ ଗଢ଼ିବା ପାଇଁ ଯୋଜନା କରୁଥିବା ସୂଚନା ରହିଛି। ହେଲେ ଏହାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ କ’ଣ ଆପଣଙ୍କୁ କିଛି ଦେଇ ନାହିଁ ବୋଲି କହି ପାଇଲଟଙ୍କୁ ପ୍ରଶ୍ନ କରିଛନ୍ତି ଦିଗି ରାଜା। ହରିଆଣାର ମନେସର ଆଇଟିସି ଗ୍ରାଣ୍ଡ ହୋଟେଲ ଯେଉଁଠି ୧୮-୧୯ ବିଧାୟକଙ୍କୁ ନେଇ ରଖିଛନ୍ତି ସେଠାରେ ବିଜେପି ମଧ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶର ବିଧାୟକଙ୍କୁ ନେଇ ରଖିଥିଲା। ପାଇଲଟ ସମସ୍ତ କଥାକୁ ଭୁଲି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ଦରକାର ଏବଂ କଂଗ୍ରେସକୁ ମଜବୁତ କରିବା ଦରକାର ବୋଲି ଦିଗବିଜୟ ସିଂହ ପିଟିଆଇକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story