‘ଗାନ୍ଧୀ ନୁହେଁ ବିଜେପି ସହ ଯୋଗସୂତ୍ରରେ ଅଛନ୍ତି ପାଇଲଟ’

ନୂଆଦିଲ୍ଲୀ: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାହୁଲ କି ସୋନିଆ ଗାନ୍ଧୀ ସହିତ ଯୋଗାଯୋଗରେ ନାହାନ୍ତି ବରଂ ବିଜେପି ସହିତ ଯୋଗସୂତ୍ରରେ ଅଛନ୍ତି। ଦିଲ୍ଲୀର ଜଣେ କଂଗ୍ରେସ ନେତା ଏହି ସୂଚନା ଦେଇଛନ୍ତି। ଆଜି ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଛି। ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟରେ ସାମିଲ୍ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପ୍ରସ୍ତାବ ପାରିତ ହେବା ପରେ ଦିଲ୍ଲୀର ସଂପୃକ୍ତ କଂଗ୍ରେସ ନେତା […]

Rahul-gandhi-sachin-pilot (1)

Rahul-gandhi-sachin-pilot (1)

Subhransu Sekhar
  • Published: Monday, 13 July 2020
  • Updated: 13 July 2020, 07:15 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାହୁଲ କି ସୋନିଆ ଗାନ୍ଧୀ ସହିତ ଯୋଗାଯୋଗରେ ନାହାନ୍ତି ବରଂ ବିଜେପି ସହିତ ଯୋଗସୂତ୍ରରେ ଅଛନ୍ତି। ଦିଲ୍ଲୀର ଜଣେ କଂଗ୍ରେସ ନେତା ଏହି ସୂଚନା ଦେଇଛନ୍ତି। ଆଜି ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଛି। ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟରେ ସାମିଲ୍ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପ୍ରସ୍ତାବ ପାରିତ ହେବା ପରେ ଦିଲ୍ଲୀର ସଂପୃକ୍ତ କଂଗ୍ରେସ ନେତା କହିଛନ୍ତି ଯେ, ସଚିନ ଗାନ୍ଧୀ ପରିବାର ସହ ସମ୍ପର୍କରେ ନାହାନ୍ତି। ଅନ୍ୟପଟେ ସଚିନଙ୍କ ନିକଟତମ ବ୍ୟକ୍ତି କହିଛନ୍ତି, ସଚିନ ବିଜେପିରେ ମିଶିବା ବାବଦରେ କୌଣସି ଯୋଜନା କରି ନାହାନ୍ତି।

ରାଜସ୍ଥାନ କଂଗ୍ରେସ କନ୍ଦଳର ସମାଧାନ ପାଇଁ ନିଯୁକ୍ତ ହୋଇଥିବା ଦଳର ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି, ସଚିନ ପାଇଲଟ ଜଣେ ସମ୍ମାନୀତ ଉପମୁଖ୍ୟମନ୍ତ୍ରୀ। ତାଙ୍କ ପାଇଁ କଂଗ୍ରେସର ସମସ୍ତ ଦ୍ୱାର ଖୋଲା ରହିଛି। ଏହାପରେ ସଚିନ ପାଇଲଟ ମଧ୍ୟ ତିକ୍ତତାର ସମାଧାନ ପାଇଁ ଚିନ୍ତା କରୁଥିବା ସୂଚନା ରହିଛି।

ତେବେ ଆଜି ସକାଳେ ଜୟପୁରରେ କଂଗ୍ରେସର ବୈଠକ ପରେ ଦଳ କହିଛି, ସଚିନ ଏବେ ବିଜେପି ସହିତ ଡିଲ୍ କରୁଛନ୍ତି। ତାଙ୍କ ସମର୍ଥନରେ ଏବେ ୧୦ ଜଣ ବିଧାୟକ ରହିଛନ୍ତି। ଦଳ ସପକ୍ଷରେ ୧୦୬ ଜଣ ବିଧାୟକ ରହିଛନ୍ତି। ଆଗାମୀ ୫ ବର୍ଷ ପାଇଁ କଂଗ୍ରେସ ଏଠାରେ ସ୍ଥିର ସରକାର ଦେବ।

ସୂଚନାଯୋଗ୍ୟ, ଗତକାଲି ସଚିନ ପାଇଲଟ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ତାଙ୍କ ସମର୍ଥନରେ ୩୦ ବିଧାୟକ ରହିଛନ୍ତି। ଏହି ସଂଖ୍ୟା ଗେହଲଟ ସରକାରକୁ ପରବର୍ତ୍ତୀ ସମୟରେ ସଂଖ୍ୟାଲଘୁରେ ପରିଣିତ କରିଦେବ। କିନ୍ତୁ ସେତେବେଳେ କଂଗ୍ରେସ କହିଥିଲା ସଚିନଙ୍କ ସମର୍ଥନରେ ୧୬ ବିଧାୟକ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story