ମୋଦିଙ୍କ ବିରୋଧରେ ଲଢ଼ିବେ ବହିଷ୍କୃତ ବିଏସ୍‌ଏଫ୍‌ ଯବାନ

ଲକ୍ଷ୍ନୌ: ବିଏସ୍‌ଏଫ୍‌ରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ସେନା ବାହିନୀରୁ ବହିଷ୍କୃତ ହୋଇଥିବା ତେଜବାହାଦୂର ଯାଦବ ଆଜି ସମାଜବାଦୀ ପାର୍ଟି(ସପା)ରେ ଯୋଗ ଦେଇଛନ୍ତି। ତାଙ୍କ ଦଳ ପକ୍ଷରୁ ମଧ୍ୟ ପ୍ରାର୍ଥୀ କରାଯାଇଛି। ସେ ଆସନ୍ତା ନିର୍ବାଚନରେ ସପା ଟିକେଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢ଼େଇ କରିବେ। ସପା ତାଙ୍କୁ ବାରାଣସୀରୁ ପ୍ରାର୍ଥୀ କରିଛି। ପୂର୍ବରୁ ଦଳ ଏଠାରେ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଦଳ ଏବେ ତାଙ୍କ ବଦଳରେ ତେଜ ବାହାଦୂରଙ୍କ ନାଁରେ […]

ssa

ssa

Hemant Lenka
  • Published: Monday, 29 April 2019
  • Updated: 29 April 2019, 05:03 PM IST

Sports

Latest News

ଲକ୍ଷ୍ନୌ: ବିଏସ୍‌ଏଫ୍‌ରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ସେନା ବାହିନୀରୁ ବହିଷ୍କୃତ ହୋଇଥିବା ତେଜବାହାଦୂର ଯାଦବ ଆଜି ସମାଜବାଦୀ ପାର୍ଟି(ସପା)ରେ ଯୋଗ ଦେଇଛନ୍ତି। ତାଙ୍କ ଦଳ ପକ୍ଷରୁ ମଧ୍ୟ ପ୍ରାର୍ଥୀ କରାଯାଇଛି। ସେ ଆସନ୍ତା ନିର୍ବାଚନରେ ସପା ଟିକେଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢ଼େଇ କରିବେ। ସପା ତାଙ୍କୁ ବାରାଣସୀରୁ ପ୍ରାର୍ଥୀ କରିଛି। ପୂର୍ବରୁ ଦଳ ଏଠାରେ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଦଳ ଏବେ ତାଙ୍କ ବଦଳରେ ତେଜ ବାହାଦୂରଙ୍କ ନାଁରେ ମୋହର ମାରିଛି।

ତେଜବାହାଦୂର ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଫେସବୁକ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହେବା ପରେ ୨୦୧୭ରେ ତାଙ୍କୁ ବିଏସ୍‌ଏଫ୍‌ରୁ ବହିଷ୍କୃତ କରାଯାଇଥିଲା। ଏବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି।

ବାରାଣସୀରେ ଆସନ୍ତା ୧୯ ତାରିଖରେ ଭୋଟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story