ସାରାଦେଶରେ ପାଳନ ହେଲା ଇଦ୍

ନୂଆଦିଲ୍ଲୀ: ସାରା ଦେଶରେ ଶନିବାର ଉତ୍ସାହଉଦ୍ଦୀପନାର ସହିତ ପାଳିତ ହୋଇଛି ଇଦ୍। ନୂଆଦିଲ୍ଲୀର ଜାମା ମସଜିଦ୍ ଠାରୁ ଆରମ୍ଭ କରି ଦେଶର ସମସ୍ତ ମସଜିଦରେ ମୁସଲମାନ ଭାଇମାନେ ସାମୂହିକ ପ୍ରାର୍ଥନା କରିବା ସହିତ ପରସ୍ପରକୁ ଇଦ୍ ମୁବାରକ୍ କରିଥିଲେ। ଇଦ୍ ଉପଲକ୍ଷେ  ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ , ଉପରାଷ୍ଟ୍ରପତି  ହମିଦ ଅନସାରି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମଧ୍ୟ ଦେଶରର ସମସ୍ତ ମୁସଲମାନଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି।

eid

eid

Rakesh Mallick
  • Published: Saturday, 18 July 2015
  • Updated: 18 July 2015, 10:56 AM IST

Eid

ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ କୌଣସି ଫରକ ନରଖି ଆନନ୍ଦଉଲ୍ଲାସର ସହିତ ଇଦ୍ ପାଳନ  କରିବାକୁ ରାଷ୍ଟ୍ରପତି  ପ୍ରଣବ ମଖାର୍ଜୀ  କହିଛନ୍ତି। ସମସ୍ତ ମୁସଲମାନ ଭାଇ ଓ ଭଉଣୀ ମାନେ ରାମଜାନ ମାସ ଶେଷ ହେବାର ପର ଦିନ ଇଦ୍ ପର୍ବ ପାଳନ କରିବା ପାଇଁ  ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି ବୋଲି  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି।

ଗତକାଲି ହାଇଦ୍ରାବାଦ, ବିହାର, ମଣିପୁର, କର୍ଣ୍ଣାଟକ, ଆସାମ ଓ ତାମିଲନାଡୁ ଆଦି ସ୍ଥାନରେ ଚାନ୍ଦ ଦେଖାଯିବା ପରେ ଦିଲ୍ଲୀର ଜାମା ମସଜିଦର ଶାହି ଇମାମ୍ ସୟିଦ ଅହମଦ ବୁଖାରୀ ଘୋଷଣା କରିଥିଲେ ଯେ ଶନିବାର ଇଦ୍ ପାଳନ କରାଯିବ। ଗତକାଲି ଥିଲା ପବିତ୍ର ରମଜାନ ମାସର ଶେଷ ଦିନ। ରମଜାନ ମାସରେ ମୁସଲମାନମାନେ ଉପବାସ ରଖନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ ସେମାନେ ଖାଦ୍ୟ ଗ୍ରହଣ କରନ୍ତି। ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ମଧ୍ୟରେ କିଛି ଖାଆନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story