ରାଜୀବ କୁମାରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କୋଲକାତା: କୋଟି କୋଟି ଟଙ୍କାର ଶାରଦା ଚିଟ୍‌ଫଣ୍ଡ ମାମାଲରେ ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଆଗୁଆ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି। ଆଲିପୁର କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ନିଖୋଜ ଥିବା ରାଜୀବଙ୍କୁ ବଡ଼ ଝଟ୍‌କା ଲାଗିଛି। ଏହା ପୂର୍ବରୁ ସିବିଆଇ ଟିମ୍‌ କୋଲକତାର ଭାବନୀ ଭବନ ଅଞ୍ଚଳରେ ଥିବା ସିଆଇଡି ମୁଖ୍ୟାଳୟରେ ଛାନ୍‌ଭିନ୍‌ କରିଥିଲେ। ସେଠାକାର ଅଧିକାରୀମାନେ ରାଜୀବଙ୍କ ସହ ଯୋଗାଯୋଗରେ ଅଛନ୍ତି କି ନା ସେନେଇ ପଚରାଉଚରା କରାଯାଇଥିଲା। ଏହା […]

Rajeev-Kumar

Rajeev-Kumar

Subrat Kumar Nayak
  • Published: Saturday, 21 September 2019
  • Updated: 21 September 2019, 10:13 PM IST

Sports

Latest News

କୋଲକାତା: କୋଟି କୋଟି ଟଙ୍କାର ଶାରଦା ଚିଟ୍‌ଫଣ୍ଡ ମାମାଲରେ ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଆଗୁଆ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି। ଆଲିପୁର କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ନିଖୋଜ ଥିବା ରାଜୀବଙ୍କୁ ବଡ଼ ଝଟ୍‌କା ଲାଗିଛି।

ଏହା ପୂର୍ବରୁ ସିବିଆଇ ଟିମ୍‌ କୋଲକତାର ଭାବନୀ ଭବନ ଅଞ୍ଚଳରେ ଥିବା ସିଆଇଡି ମୁଖ୍ୟାଳୟରେ ଛାନ୍‌ଭିନ୍‌ କରିଥିଲେ। ସେଠାକାର ଅଧିକାରୀମାନେ ରାଜୀବଙ୍କ ସହ ଯୋଗାଯୋଗରେ ଅଛନ୍ତି କି ନା ସେନେଇ ପଚରାଉଚରା କରାଯାଇଥିଲା।

ଏହା ପୂର୍ବରୁ ସିବିଆଇ ରାଜୀବ କୁମାରଙ୍କୁ ସମନ୍‌ କରି ତଦନ୍ତ ପାଇଁ ହାଜର ହେବାକୁ କହିଥିଲା। ସିବିଆଇ ରାଜୀବଙ୍କ ନାମରେ ଅଭିଯୋଗ ଆଣିଛି, ସେ ଶାରଦା ଚିଟ୍‌ଫଣ୍ଡ ମାମଲାରେ ପ୍ରମାଣରେ ହେରଫେର କରିଛନ୍ତି। ସେ ସେହି ସମୟରେ ଶାରଦା ଚିଟ୍‌ଫଣ୍ଡ ମାମଲାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ଦାୟିତ୍ୱରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story