ହୁତୁ ହୁତୁ ହୋଇ ଜଳୁଛି ବିଶ୍ୱର ସବୁଠାରୁ ବଡ଼ ତୈଳ କମ୍ପାନୀ

ରିୟାଧ: ହୁତୁ ହୁତୁ ହୋଇ ଜଳୁଛି ବିଶ୍ୱର ସବୁଠାରୁ ବଡ଼ ତୈଳ କଂପାନୀ ଆରାମକୋ। ସାଉଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ଼ ତୈଳ କମ୍ପାନୀ ଆରାମକୋ ଉପରେ ଆଜି ଡ୍ରୋନରେ ଆକ୍ରମଣ କରାଯାଇଛି। ତୈଳ ଖଣିରେ ଏବେ ନିଆଁ ଲାଗିଥିବାରୁ ସମ୍ପୂର୍ଣ୍ଣ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି। ଏପରି କି ସେଠାରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିବା ସୂଚନା ମିଳିଛି। ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟ ଏ  ନେଇ ସୂଚନା ଦେଇଛି। ଆରାମକୋ ସାଉଦି ଆରବର […]

oil plant catches fire

oil plant catches fire

Subhransu Sekhar
  • Published: Saturday, 14 September 2019
  • Updated: 14 September 2019, 05:13 PM IST

Sports

Latest News

ରିୟାଧ: ହୁତୁ ହୁତୁ ହୋଇ ଜଳୁଛି ବିଶ୍ୱର ସବୁଠାରୁ ବଡ଼ ତୈଳ କଂପାନୀ ଆରାମକୋ। ସାଉଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ଼ ତୈଳ କମ୍ପାନୀ ଆରାମକୋ ଉପରେ ଆଜି ଡ୍ରୋନରେ ଆକ୍ରମଣ କରାଯାଇଛି। ତୈଳ ଖଣିରେ ଏବେ ନିଆଁ ଲାଗିଥିବାରୁ ସମ୍ପୂର୍ଣ୍ଣ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି। ଏପରି କି ସେଠାରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିବା ସୂଚନା ମିଳିଛି। ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟ ଏ  ନେଇ ସୂଚନା ଦେଇଛି। ଆରାମକୋ ସାଉଦି ଆରବର ରାଷ୍ଟ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ।

ଡ୍ରୋନରେ ହୋଇଥିବା ଏହି ଆକ୍ରମଣ ପାଇଁ ୟେମେନରେ ଥିବା ହୁତି ବିଦ୍ରୋହୀ ନିଜକୁ ଦାୟୀ କରିଛନ୍ତି। ଏ ନେଇ ସାଉଦି ଆରବର ପ୍ରମୁଖ ଗଣମାଧ୍ୟମ ଅଲ୍-ମଶିରାହ ନିଜକୁ ଦାୟୀ କରିଛି। ଆକ୍ରମଣ ପାଇଁ ୧୦ଟି ଡ୍ରୋନ୍ ହୁତି ବିଦ୍ରୋହୀ ବ୍ୟବହାର କରିଥିଲେ ବୋଲି ଜଣାପଡ଼ିଛି। ତେଲ ଖଣିରେ ନିଆଁ ଲାଗିବା ପରେ କେତେ କ୍ଷତି ହୋଇଛି ଆଗାମୀ ଦିନରେ ବଜାର ଉପରେ କି ପ୍ରଭାବ ପକାଇବ ତାହା ଅସ୍ପଷ୍ଟ ରହିଛି।

ଦୁଇ ପରମାଣୁ ସମ୍ପନ୍ନ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ତେଲକୁ ନେଇ ବିବାଦ ଚାଲିଥିବା ବେଳେ ସାଉଦି ଆରବର ଆରାମକୋ ଉପରେ ଆକ୍ରମଣ ହେବା ଅନେକ କିଛି ନକାରାତ୍ମକ ଭାବନାକୁ ଉଜାଗର କରିଛି।

ସୂଚନାଯୋଗ୍ୟ, ବିଶ୍ୱର ସବୁଠୁ ବଡ଼ ଏହି ତେଲ କମ୍ପାନୀ ଉପରେ ଆତଙ୍କବାଦୀ ନଜର ରଖିଥାନ୍ତି। ୨୦୦୬ରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ସାଉଦି ଆରବର ଏହି ରାଷ୍ଟ୍ରୀୟ ତେଲ କମ୍ପାନୀ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ହେଲେ ଏହା ବିଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story