ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବ ସାଉଦି ଆରବ

ନୂଆଦିଲ୍ଲୀ: ବିଶ୍ୱରସବୁଠାରୁ ବଡ଼ ତୈଳ ରପ୍ତାନୀକାରୀ ରାଷ୍ଟ୍ର ସାଉଦି ଆରବ ଭାରତରେ ୧୦,୦୦୦ ବା ୧୦ ହଜାର କୋଟି ଡଲାର ନିବେଶ କରିବ। ବିଶେଷ କରି ପେଟ୍ରୋକେମିକାଲ, ଭିତ୍ତିଭୂମି ଏବଂ ଖଣି ଆଦି କ୍ଷେତ୍ରରେ ଏହି ନିବେଶ ହେବ ବୋଲି ସୂଚନା ମିଳିଛି। ଏହା ଦେଶର ବିକାଶରେ ବଡ଼ ଭୂମିକା ନେବ ବୋଲି କୁହାଯାଉଛି। ସାଉଦି ରାଷ୍ଟ୍ରଦୂତ ଡକ୍ଟର ସାଉଦ୍‌ ବିନ୍‌ ମହମ୍ମଦ ଅଲ୍‌ ସତି କହିଛନ୍ତି ଭାରତ ଏକ ଆକର୍ଷଣୀୟ ନିବେଶ ସ୍ଥଳ। ଦୀର୍ଘ ମିଆଦି […]

modi

modi

Subrat Kumar Nayak
  • Published: Sunday, 29 September 2019
  • Updated: 29 September 2019, 06:15 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱରସବୁଠାରୁ ବଡ଼ ତୈଳ ରପ୍ତାନୀକାରୀ ରାଷ୍ଟ୍ର ସାଉଦି ଆରବ ଭାରତରେ ୧୦,୦୦୦ ବା ୧୦ ହଜାର କୋଟି ଡଲାର ନିବେଶ କରିବ। ବିଶେଷ କରି ପେଟ୍ରୋକେମିକାଲ, ଭିତ୍ତିଭୂମି ଏବଂ ଖଣି ଆଦି କ୍ଷେତ୍ରରେ ଏହି ନିବେଶ ହେବ ବୋଲି ସୂଚନା ମିଳିଛି। ଏହା ଦେଶର ବିକାଶରେ ବଡ଼ ଭୂମିକା ନେବ ବୋଲି କୁହାଯାଉଛି।

ସାଉଦି ରାଷ୍ଟ୍ରଦୂତ ଡକ୍ଟର ସାଉଦ୍‌ ବିନ୍‌ ମହମ୍ମଦ ଅଲ୍‌ ସତି କହିଛନ୍ତି ଭାରତ ଏକ ଆକର୍ଷଣୀୟ ନିବେଶ ସ୍ଥଳ। ଦୀର୍ଘ ମିଆଦି ସହଭାଗୀତା ଉପରେ ଲକ୍ଷ୍ୟ ରଖି ଏହି ଯୋଜନା ଆରମ୍ଭ ହୋଇଥିବା ସେ କହିଛନ୍ତି। ସେ ଏକ ସାକ୍ଷାତକାରରେ କହିଥିଲେ, “ସାଉଦି ଆରବ ଭାରତରେ ନିବେଶ କରିବାକୁ ଥିବା ୧୦୦୦ କୋଟି ଡଲାର ବିଶେଷ କରି ଶକ୍ତି, ବିଶୋଧନ, ପେଟ୍ରୋକେମିକାଲ, ଭିତ୍ତିଭୂମି, କୃଷି, ଖଣି ଏବଂ ଖଣିଜ ସମ୍ପଦ ଉପରେ ନିବେଶ ହେବ।”

ସାଉଦିର ସବୁଠାରୁ ବଡ଼ ତୈଳ କମ୍ପାନୀ ଆରାମ୍‌କୋର ରିଲାଏନ୍ସ ସହ ପ୍ରସ୍ତାବିତ ସହଭାଗୀତା ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବ। ସେ ଆହୁରି ମଧ୍ୟ କହିଥିଲେ, ତୈଳ ରପ୍ତାନୀ, ମାର୍କେଟିଂ, ବିଶୋଧନ, ପେଟ୍ରୋକେମିକାଲ ଏବଂ ଲୁବ୍ରିକାଣ୍ଟ ଆଦି କ୍ଷେତ୍ରରେ ଆରାମ୍‌କୋର ସଫଳତାରୁ ଭାରତ ଫାଇଦା ନେଇପାରିବ।

ଏହି ନିବେଶ ମଧ୍ୟରେ ୱେଷ୍ଟ କୋଷ୍ଟ ରିଫାଇନେରୀ ଏବଂ ମହାରାଷ୍ଟ୍ରରେ ପେଟ୍ରୋକେମିକାଲ ପ୍ରକଳ୍ପ ଆଦି ରହିଛି। ଏତଦ୍‌ବ୍ୟତୀତ ରିଲାଏନ୍ସ ସହ କୂଟନୀତିକ ସହଭାଗୀତା ମଧ୍ୟ ଏହାର ଅନ୍ୟତମ ଅଙ୍ଗ। ସେ ଆହୁରି ମଧ୍ୟ କହିଥିଲେ, ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ୨୦୩୦ ଭିଜନ୍‌ ଅଧୀନରେ ଭାରତ ଏବଂ ସାଉଦି ମଧ୍ୟରେ ବାଣିଜ୍ୟିକ ପରିସର ଆହୁରି ବ୍ୟାପକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story