ଚଳିତ ବର୍ଷ ହଜ୍ ଯାତ୍ରା ହେବ କି ନାହିଁ, ସାଉଦି ଆରବ ସରକାର ସ୍ପଷ୍ଚ କଲେ

ରିଆଦ: ଚଳିତ ବର୍ଷ ହଜ୍ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ବିଶ୍ୱର ମୁସଲମାନ ଭାଇ, ଭଉଣୀଙ୍କୁ ଆହ୍ୱାନ କରିଛି ସାଉଦି ଆରବ। କରୋନା ଭାଇରସର ସ୍ଥିତି ଏଯାବତ ସ୍ପଷ୍ଟ ହୋଇନାହିଁ। ଗୋଟିଏ ପରେ ଗୋଟିଏ ଦେଶକୁ ଏହି ମହାମାରୀ ବ୍ୟାପୁଛି। ଏହା ପୁଣିଥରେ ଫେରିବ ବୋଲି ସମ୍ଭାବନା ମଧ୍ୟ ରହିଛି। ଏ ସବୁକୁ ନଜରରେ ରଖି ଚଳିତ ବର୍ଷ ହଜ୍ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ମୁସଲମାନ ଭାଇ, ଉଉଣୀଙ୍କୁ ସାଉଦି ଆରବ ସରକାର କହିଛନ୍ତି। ଅଲ […]

hajj-pilgrimage

hajj-pilgrimage

Subhransu Sekhar
  • Published: Wednesday, 01 April 2020
  • Updated: 01 April 2020, 01:22 PM IST

Sports

Latest News

ରିଆଦ: ଚଳିତ ବର୍ଷ ହଜ୍ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ବିଶ୍ୱର ମୁସଲମାନ ଭାଇ, ଭଉଣୀଙ୍କୁ ଆହ୍ୱାନ କରିଛି ସାଉଦି ଆରବ। କରୋନା ଭାଇରସର ସ୍ଥିତି ଏଯାବତ ସ୍ପଷ୍ଟ ହୋଇନାହିଁ। ଗୋଟିଏ ପରେ ଗୋଟିଏ ଦେଶକୁ ଏହି ମହାମାରୀ ବ୍ୟାପୁଛି। ଏହା ପୁଣିଥରେ ଫେରିବ ବୋଲି ସମ୍ଭାବନା ମଧ୍ୟ ରହିଛି। ଏ ସବୁକୁ ନଜରରେ ରଖି ଚଳିତ ବର୍ଷ ହଜ୍ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ମୁସଲମାନ ଭାଇ, ଉଉଣୀଙ୍କୁ ସାଉଦି ଆରବ ସରକାର କହିଛନ୍ତି।

ଅଲ ଜଜିରାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ସାଉଦି ଆରବ ସରକାରର ମନ୍ତ୍ରୀ ତଥା ହଜ୍ ଯାତ୍ରା ଦାୟିତ୍ୱରେ ଥିବା ମହମ୍ମଦ ସାଲେହ ବନ୍ତେ ସରକାରୀ ଟିଭି ଚ୍ୟାନେଲ ଅଲ ଖବରିଆକୁ ସାକ୍ଷାତକାର ଦେଇ ଏଭଳି ଆହ୍ୱାନ କରିଛନ୍ତି। ଏମିତିକି ହଜ୍ ଯାତ୍ରା ଆରମ୍ଭ ହେବା ପୂର୍ବରୁ ମସଜିଦରେ ହେବାକୁ ଥିବା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯିବ ବୋଲି ସେ କହିଛନ୍ତି।

ସାଉଦି ଆରବର ଅର୍ଥବ୍ୟବସ୍ଥା ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ହଜ୍ ଯାତ୍ରୀଙ୍କ ଉପରେ ନିର୍ଭର କରେ। ଏବେ କରୋନାକୁ ନଜରରେ ରଖି ମକ୍କା ଏବଂ ମଦିନା ସହରକୁ ଲକ୍‌ଡାଉନ୍ କରିଛି ସାଉଦି ଆରବ। ଏହାବାଦ୍ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଛି। ସାଉଦି ଆରବରରେ ଏଯାବତ ୧,୫୬୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୧୬୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୧,୩୮୮ ଜଣ ଚିକିତ୍ସାଧୀନ ରହିଛନ୍ତି।

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ଏବେ ଲକ୍‌ଡାଉନ୍ ରହିଛି। ଖାଲି ଭାରତ ନୁହେଁ ବିଶ୍ୱର ୮୦ଟି ଦେଶ ଏହି ମହାମାରୀର ମୁକାବିଲା କରିବାକୁ ଯାଇ ଲକ୍‌ଡାଉନ୍ କରିଛନ୍ତି ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story