ସାଉଦୀ ଆରବ : ଶିହା ମସଜିଦରେ ଆତ୍ମଘାତୀ ବିସ୍ଫୋରଣ,  ୩୦ ମୃତ

ରିୟାଦ: ସାଉଦୀ ଆରବର ପୂର୍ବାଞ୍ଚଳରେ ଥିବା ଏକ ଶିହା ମସଜିଦରେ ଶୁକ୍ରବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି ।  ଏହି ବିସ୍ଫୋରଣରେ ପ୍ରାୟ ୩୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ମସଜିଦରେ ନମାଜ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା ସାଉଦୀ ଆରବରରେ ସିଆ ମସଜିଦରେ ପ୍ରଥମ ଥର ଏପରି ବସ୍ଫୋରଣ ହୋଇଥିବା କୁହାଯାଉଛି । ତେବେ ଏହି ଘଟଣା ପାଇଁ କୌଣସି ଆତଙ୍କବାଦ ସଙ୍ଗଠନ  ନିଜକୁ ଦାୟୀ କରି ନାହାନ୍ତି। । […]

mosque

Rakesh Mallick
  • Published: Friday, 22 May 2015
  • , Updated: 04 May 2017, 03:45 PM IST

ରିୟାଦ: ସାଉଦୀ ଆରବର ପୂର୍ବାଞ୍ଚଳରେ ଥିବା ଏକ ଶିହା ମସଜିଦରେ ଶୁକ୍ରବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି ।  ଏହି ବିସ୍ଫୋରଣରେ ପ୍ରାୟ ୩୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ମସଜିଦରେ ନମାଜ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା ସାଉଦୀ ଆରବରରେ ସିଆ ମସଜିଦରେ ପ୍ରଥମ ଥର ଏପରି ବସ୍ଫୋରଣ ହୋଇଥିବା କୁହାଯାଉଛି । ତେବେ ଏହି ଘଟଣା ପାଇଁ କୌଣସି ଆତଙ୍କବାଦ ସଙ୍ଗଠନ  ନିଜକୁ ଦାୟୀ କରି ନାହାନ୍ତି। । ବିସ୍ଫୋରଣ ବେଳେ ମସଜିଦ୍ ପରିସରରେ ପ୍ରାୟ ୨୦୦ରୁ ଅଧିକ ଲୋକ ନମାଜ ପଢୁଥିଲେ।

Related story