ଖସୋଗୀଙ୍କ ହତ୍ୟା ପାଇଁ ଉତ୍ତରଦାୟିତ୍ୱ ନେଲେ ସାଉଦି ପ୍ରିନ୍ସ

ରିୟାଦ୍‌: ବହୁ ଚର୍ଚ୍ଚିତ ସାଉଦି ସାମ୍ବାଦିକ ଜମାଲ ଖସୋଗୀଙ୍କ ହତ୍ୟା ବାବଦରେ ଶେଷରେ ମୁହଁ ଖୋଲିଛନ୍ତି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌। ସେ କହିଛନ୍ତି, ଏହି ହତ୍ୟା ମୋ ଅଧୀନରେ ହୋଇଥିବାରୁ ମୁଁ ଏଥିପାଇଁ ନିଜକୁ ଦାୟୀ କରୁଛି। କ୍ରାଉନ୍‌ ପ୍ରିନ୍ସ କହିଛନ୍ତି, ଏହା ମୋ ଅଧୀନରେ ହୋଇଥିବାରୁ ମୁଁ ଏହାର ଉତ୍ତର ଦାୟିତ୍ୱ ନେଉଛି। ଆସନ୍ତା ସପ୍ତାହରେ ପ୍ରସାରିତ ହେବାକୁ ଥିବା ଏକ ପିବିଏସ୍‌ ଡକ୍ୟୁମେଣ୍ଟାରୀରେ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ତେବେ ଏହା […]

saudi

saudi

Subrat Kumar Nayak
  • Published: Thursday, 26 September 2019
  • Updated: 26 September 2019, 09:01 PM IST

Sports

Latest News

ରିୟାଦ୍‌: ବହୁ ଚର୍ଚ୍ଚିତ ସାଉଦି ସାମ୍ବାଦିକ ଜମାଲ ଖସୋଗୀଙ୍କ ହତ୍ୟା ବାବଦରେ ଶେଷରେ ମୁହଁ ଖୋଲିଛନ୍ତି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌। ସେ କହିଛନ୍ତି, ଏହି ହତ୍ୟା ମୋ ଅଧୀନରେ ହୋଇଥିବାରୁ ମୁଁ ଏଥିପାଇଁ ନିଜକୁ ଦାୟୀ କରୁଛି। କ୍ରାଉନ୍‌ ପ୍ରିନ୍ସ କହିଛନ୍ତି, ଏହା ମୋ ଅଧୀନରେ ହୋଇଥିବାରୁ ମୁଁ ଏହାର ଉତ୍ତର ଦାୟିତ୍ୱ ନେଉଛି। ଆସନ୍ତା ସପ୍ତାହରେ ପ୍ରସାରିତ ହେବାକୁ ଥିବା ଏକ ପିବିଏସ୍‌ ଡକ୍ୟୁମେଣ୍ଟାରୀରେ ସେ ଏପରି ମନ୍ତବ୍ୟ ଦେଇଛନ୍ତି।

ତେବେ ଏହା ତାଙ୍କ ଜାଣତରେ ହୋଇନଥିବା ସେ ବହୁଦିନ ଧରି କହିଆସୁଛନ୍ତି ଏବଂ ତାଙ୍କ ପ୍ରଶାସନ ମଧ୍ୟ ତାକୁ ଦୋହରାଇ ଆସୁଛି। ସେ କହିଥିଲେ, ଆମର ଜନସଂଖ୍ୟା ୨ କୋଟି ଲୋକ। ସରକାରଙ୍କ ଅଧୀନରେ ୩୦ ଲକ୍ଷ କର୍ମଚାରୀ କାମ କରୁଛନ୍ତି। କର୍ମଚାରୀ ଏବଂ ମନ୍ତ୍ରୀମାନଙ୍କ କାମ ପାଇଁ ସେମାନେ ନିଜେ ଦାୟୀ। ସେମାନେ ନିଜ କାମ ସବୁ କରିବା ପାଇଁ ୪ମତା ପାଛନ୍ତି। ଅନ୍ୟପକ୍ଷରେ ସିଆଇଏ ସମେତ ବେଶ୍‌ କିଛି ତଦନ୍ତକାରୀ ସଂସ୍ଥା ଦାବି କରି ଆସୁଛନ୍ତି କ୍ରାଉନ୍‌ ପ୍ରିନ୍ସ ହିଁ ଇସ୍ତାନବୁଲ୍‌ସ୍ଥିତ ଦୂତାବାସରେ ହୋଇଥିବା ଏହି ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଖସୋଗୀ ପ୍ରଥମେ କ୍ରାଉନ୍‌ ପ୍ରିନ୍ସଙ୍କ ସମର୍ଥକ ଥିଲେ ହେଁ ପରବର୍ତ୍ତୀ ମୁହୂର୍ତ୍ତରେ ବଡ଼ ସମାଲୋଚକ ପାଲଟିଥିଲେ। ସେ ୱାଶିଂଟନ୍‌ ପୋଷ୍ଟ ପାଇଁ ଲେଖୁଥିଲେ। ତାଙ୍କ ହତ୍ୟାପରେ ବିଶ୍ୱସ୍ତରରେ ଚର୍ଚ୍ଚା ହୋଇଥିଲା। ଏପରିକି କ୍ରାଉନ୍‌ ପ୍ରିନ୍ସଙ୍କ ଭାବମୂର୍ତ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ସେ ଏହି ହତ୍ୟା ପରଠାରୁ ଆମେରିକା ଏବଂ ୟୁରୋପ୍‌ ଗସ୍ତ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story