ସଭରକର୍‌ଙ୍କ ସଂସ୍କାର ରାଷ୍ଟ୍ର ନିର୍ମାଣର ଆଧାର: ମୋଦି

ଆକୋଲା: ହିନ୍ଦୁତ୍ୱ ବିଚାରର ଅନ୍ୟତମ ପ୍ରମୁଖ ନେତା ବିନାୟକ ଦାମୋଦର ସଭରକର୍‌ଙ୍କ ପ୍ରଶଂସାରେ ଆଜି ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ବିଜେପି ଗତକାଲି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା ସେମାନେ ସଭରକର୍‌ଙ୍କୁ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ଭାରତରତ୍ନ ଦିଆଯାଉ ବୋଲି ଦାବି କରିବେ। ଏହାର ଗୋଟିଏ ଦିନ ପରେ ମୋଦିଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି। ମୋଦି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାରରେ ହିଁ କହିଛନ୍ତି ସଭରକର୍‌ଙ୍କ ସଂସ୍କାର ରାଷ୍ଟ୍ର ନିର୍ମାଣର ଆଧାର। ଆକୋଲା […]

savarkar-modi

savarkar-modi

Subrat Kumar Nayak
  • Published: Wednesday, 16 October 2019
  • Updated: 16 October 2019, 04:27 PM IST

Sports

Latest News

ଆକୋଲା: ହିନ୍ଦୁତ୍ୱ ବିଚାରର ଅନ୍ୟତମ ପ୍ରମୁଖ ନେତା ବିନାୟକ ଦାମୋଦର ସଭରକର୍‌ଙ୍କ ପ୍ରଶଂସାରେ ଆଜି ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ବିଜେପି ଗତକାଲି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା ସେମାନେ ସଭରକର୍‌ଙ୍କୁ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ଭାରତରତ୍ନ ଦିଆଯାଉ ବୋଲି ଦାବି କରିବେ। ଏହାର ଗୋଟିଏ ଦିନ ପରେ ମୋଦିଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି। ମୋଦି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାରରେ ହିଁ କହିଛନ୍ତି ସଭରକର୍‌ଙ୍କ ସଂସ୍କାର ରାଷ୍ଟ୍ର ନିର୍ମାଣର ଆଧାର।

ଆକୋଲା ଜିଲ୍ଲାରେ ଏକ ସଭାରେ ସେ କହିଛନ୍ତି, ବାବା ସାହେବ ଆମ୍ବେଦକରଙ୍କୁ ମଧ୍ୟ ଭାରତରତ୍ନ ଦିଆଯାଇନଥିଲା। ମୋଦି କହିଛନ୍ତି, ସଭରକର୍‌ଙ୍କ ସଂସ୍କାର ପାଇଁ ହିଁ ତାଙ୍କ ଦଳ ରାଷ୍ଟ୍ରବାଦକୁ ରାଷ୍ଟ୍ର ନିର୍ମାଣର ଆଧାର ଭାବେ ମାନିଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ ହେବାନେଇ ସେ କହିଥିଲେ, ବିରୋଧୀ ଦଳମାନେ ଏପରି କରି ନିର୍ଲ୍ଲଜତାର ପ୍ରମାଣ ଦେଉଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, “ରାଜନୀତିକ ଫାଇଦା ପାଇଁ କିଛି ଲୋକ କହୁଛନ୍ତି ଜମ୍ମୁ-କଶ୍ମୀର ପାଇଁ ଉଦ୍ଦିଷ୍ଟ ଧାରା ୩୭୦ର ମହାରାଷ୍ଟ୍ର ସହ କିଛି ସମ୍ପର୍କ ନାହିଁ। ମୁଁ ସେଭଳି ଲୋକଙ୍କୁ କହିବାକୁ ଚାହେଁ, ଜମ୍ମୁ-କଶ୍ମୀର ଲୋକେ ମଧ୍ୟ ମା’ ଭାରତୀର ସନ୍ତାନ ଗଣ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story