ଘର କିଣିବେ କି ?ଏସବିଆଇ  ଆଣିଛି  ନୂଆ ସୁବିଧା

ନୂଆଦିଲ୍ଲୀ:ଆପଣ ଘର କିଣିବା ଯୋଜନାରେ ଅଛନ୍ତି କି? ତେବେ ଆପଣଙ୍କୁ  ପସନ୍ଦ ମୁତାବକ ଘର ଯୋଗାଇ ଦେବ ଏସବିଆଇ। ଏନେଇ ଏସବିଆଇ ପକ୍ଷରୁ  ‘SBI Realty’  ନାମକ ଏକ ୱେବ ପୋର୍ଟାଲ ଲଞ୍ଚ କରାଯାଇଛି। ଏଥିରେ ଘର  ଏବଂ ସ୍ଥାନ ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ଦେଶର ଆପ୍ରୋଭ ହୋଇଥିବା ୩୦୦୦ ପ୍ରୋଜେକ୍ଟ ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଅର୍ଥାତ  ଏହି ୩୦୦୦ ପ୍ରୋଜେକ୍ଟ ମଧ୍ୟରେ ଗ୍ରାହକମାନେ ଆବେଦନ କରିପାରିବେ। ଏହି ସୁବିଧା ଦେଶର ସବୁଠି […]

sbi-1

sbi-1

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 08:27 PM IST

Sports

Latest News

ନୂଆଦିଲ୍ଲୀ:ଆପଣ ଘର କିଣିବା ଯୋଜନାରେ ଅଛନ୍ତି କି? ତେବେ ଆପଣଙ୍କୁ  ପସନ୍ଦ ମୁତାବକ ଘର ଯୋଗାଇ ଦେବ ଏସବିଆଇ। ଏନେଇ ଏସବିଆଇ ପକ୍ଷରୁ  'SBI Realty'  ନାମକ ଏକ ୱେବ ପୋର୍ଟାଲ ଲଞ୍ଚ କରାଯାଇଛି। ଏଥିରେ ଘର  ଏବଂ ସ୍ଥାନ ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ଦେଶର ଆପ୍ରୋଭ ହୋଇଥିବା ୩୦୦୦ ପ୍ରୋଜେକ୍ଟ ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଅର୍ଥାତ  ଏହି ୩୦୦୦ ପ୍ରୋଜେକ୍ଟ ମଧ୍ୟରେ ଗ୍ରାହକମାନେ ଆବେଦନ କରିପାରିବେ। ଏହି ସୁବିଧା ଦେଶର ସବୁଠି ଉପଲବ୍ଧ ହେବ। ଏଥିସହ କେଉଁ ଫ୍ଲାଟ ପାଇଁ କେତେ ଋଣ ମଞ୍ଜୁର ହେବ ସେ ସମ୍ପର୍କରେ ସୂଚନା ରହିବ। ଏହି ୱେବସାଇଟରେ ୯.୫ ଲକ୍ଷ ହୋମ ୟୁନିଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story