୧୬ ଅକ୍ଟୋବରରୁ ୯ ନଭେମ୍ବର, ଅଯୋଧ୍ୟା ରାୟ ପାଇଁ ଏମିତି ପ୍ରସ୍ତୁତ ହୋଇଥିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ୫ ବିଚାରପତି ପୁଲିସ୍ ଏବଂ ଗୁଇନ୍ଦା ସଂସ୍ଥାଙ୍କଠାରୁ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା କରିବା ପରେ ଶନିବାର ଦେଇଥିଲେ ଅଯୋଧ୍ୟା ରାୟ। ଏହି ଅବସରରେ ବିଭିନ୍ନ ମାହୋଲରୁ ଆସିବାକୁ ଥିବା ତିକ୍ତ ପ୍ରତିକ୍ରିୟାର କିଭଳି ମୁକାବିଲା କରାଯିବ ସେଥିପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଥିଲା। ମଙ୍ଗଳବାର ଦିନ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏସ୍‌ ଅବ୍ଦଉଲ ନଜୀର କେନ୍ଦ୍ର […]

srinagar train

srinagar train

Subrat Kumar Nayak
  • Published: Monday, 11 November 2019
  • Updated: 11 November 2019, 04:56 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ୫ ବିଚାରପତି ପୁଲିସ୍ ଏବଂ ଗୁଇନ୍ଦା ସଂସ୍ଥାଙ୍କଠାରୁ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା କରିବା ପରେ ଶନିବାର ଦେଇଥିଲେ ଅଯୋଧ୍ୟା ରାୟ। ଏହି ଅବସରରେ ବିଭିନ୍ନ ମାହୋଲରୁ ଆସିବାକୁ ଥିବା ତିକ୍ତ ପ୍ରତିକ୍ରିୟାର କିଭଳି ମୁକାବିଲା କରାଯିବ ସେଥିପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଥିଲା। ମଙ୍ଗଳବାର ଦିନ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏସ୍‌ ଅବ୍ଦଉଲ ନଜୀର କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଏକେ ଭଲ୍ଲା ଏବଂ ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାରଙ୍କଠାରୁ ସ୍ଥତି ବାବଦରେ ପଚାରି ବୁଝିଥିଲେ।

ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଥିଲା କୌଣସି ହିଂସାକାଣ୍ଡ ବା ସମସ୍ୟା ନେଇ ଆଶଙ୍କା ନାହିଁ। ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ସୁରକ୍ଷା ବାବଦରେ ନିଆଯାଇଥିବା ପଦକ୍ଷେପ ବାବଦରେ କହିଥିଲେ। ଏହାପରେ ସିଜେଆଇ ଏବଂ ଅନ୍ୟ ବିଚାରପତି ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହ ବୈଠକ କରିଥିଲେ। ଉଭୟ ନିଶ୍ଚିତ କରିଥିଲେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ନାହିଁ। ଏହାପରେ ତୃଣମୂଳ ସ୍ତରରୁ ଫିଡ୍‌ବ୍ୟାକ୍‌ ଦେବାକୁ କହିବା ସହ ଶୁକ୍ରବାର ଦିନ ହିଁ ‘ଏଲିମେଣ୍ଟ ଅଫ୍‌ ସରପ୍ରାଇଜ୍‌’ ପ୍ରୟୋଗ କରି ଶନିବାର ରାୟ ଆସିବ ବୋଲି ନିଷ୍ପତ୍ତି ନେଇଥିଲେ।

ସର୍ବସମ୍ମତି କ୍ରମେ ଆସିବାକୁ ଥିବା ଏହି ରାୟର ପ୍ରଥମ ଡ୍ରାଫ୍ଟ ନଭେମ୍ବର ୩ରେ ପ୍ରସ୍ତୁତ ହୋଇଯାଇଥିଲା। ଏହାପରଦିନ ଏହି ଡ୍ରାଫ୍ଟ ବିଚାରପତିଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଏହାପରେ ବୁଧବାର ଦିନ ବିଚାରପତିମାନେ କ’ଣ ଯୋଡ଼ାଯିବ ଏବଂ କ’ଣ ବାଦ୍‌ ଦିଆଯିବ ସେନେଇ ଆଲୋଚନା କରିଥିଲେ। ଗୁରୁବାର ରାୟ ଶୁଣାଇବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା। କିନ୍ତୁ ଏହି ରାୟ ପାଇଁ ୫ ଜଣ ବିଚାରପତି ଅଗଷ୍ଟ ୬ରୁ ବା ଲଗାତାର ଶୁଣାଣି ଆରମ୍ଭ ଦିନରୁ ହିଁ ଲେଖାଲେଖି ଆରମ୍ଭ କରିଦେଇଥିଲେ।

ଆହ୍ଲାବାଦ୍‌ ହାଇକୋର୍ଟ ଦେଇଥିବା ୪ ହଜାର ପୃଷ୍ଠାର ବୈଧତା ବାବଦରେ ବିଭିନ୍ନ ଓକିଲ ପ୍ରଶ୍ନ କରିବାପରେ ସମସ୍ତ ବିଚାରପତି ସାବଧାନତାର ସହ ନୋଟ୍‌ କରିବାରେ ଲାଗିଥିଲେ। ଏପରିକି ପ୍ରତିଦିନ ଶୁଣାଣି ୫.୩୦ରେ ସରିବା ପରେ ରାତିରେ କାମ କରିବା ପାଇଁ ଅତିରିକ୍ତ ଭାବେ କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରତିଦିନ ଶୁଣାଣି ପରେ ଏବଂ ପୂର୍ବରୁ ସିଜେଆଇଙ୍କ ଚ୍ୟାମ୍ବରରେ ୫ ଜଣ ବିଚାରପତି ବୈଠକ କରୁଥିଲେ। ଏହି ସମୟରେ କ’ଣ ପ୍ରଶ୍ନ ସବୁ ରହିପାରେ ସେ ବିଷୟରେ ଆଲୋଚନା ହୋଇଥିଲା।

ଶୁଣାଣି ସମୟରେ ହିଁ ଏହି ବିଚାରପତିମାନେ ୨୦ ହଜାରରୁ ଅଧିକ ପୃଷ୍ଠାର ପ୍ରମାଣ ସହ ବିତାଇଛନ୍ତି। ଅକ୍ଟୋବର ୧୬ ବା ଶୁଣାଣିର ଅନ୍ତିମ ଦିନରେ ୧୩୫ ଭଲ୍ୟୁମ୍‌ ତଥ୍ୟରେ ବୁଡ଼ି ରହିଥିଲେ। ୨୫ ହଜାର ପୃଷ୍ଠା ପଢ଼ି ଶୁଣାଣିର ୨୩ ଦିନରେ ଏଭଳି ଏକ ସମ୍ବେଦନଶୀଳ ରାୟ ଦେବା କାଠିକର ପାଠ ହୋଇଥିଲା ବୋଲି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story