‘ଗ୍ରାମ ନ୍ୟାୟାଳୟ’ ପ୍ରତିଷ୍ଠା ପାଇଁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ‘ଗ୍ରାମ ନ୍ୟାୟାଳୟ’ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ନୋଟିସ ପଠାଇଛନ୍ତି ସୁପ୍ରିମକୋର୍ଟ। ୪ ସପ୍ତାହ ମଧ୍ୟରେ ‘ଗ୍ରାମ ନ୍ୟାୟାଳୟ’ ପ୍ରତିଷ୍ଠା କରିନଥିବା ରାଜ୍ୟଗୁଡ଼ିକ ବିଜ୍ଞପ୍ତି ପ୍ରକାଶ କରିବା ଦରକାର ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏଥିପାଇଁ ରାଜ୍ୟରେ ଥିବା ହାଇକୋର୍ଟଙ୍କୁ ହସ୍ତକ୍ଷେପ କରି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ୨୦୦୮ରେ ସଂସଦରେ ‘ଗ୍ରାମ ନ୍ୟାୟାଳୟ’ ପ୍ରତିଷ୍ଠା ପାଇଁ ଆଇନ ଗୃହୀତ ହୋଇଥିଲା। ଗାଁରେ ସାମାଜିକ, ଅର୍ଥନୀତିକ ଏବଂ […]

supremecourt

supremecourt

Subhransu Sekhar
  • Published: Tuesday, 04 February 2020
  • Updated: 04 February 2020, 06:30 PM IST

Sports

Latest News

ନୂଆଦିଲ୍ଲୀ: ‘ଗ୍ରାମ ନ୍ୟାୟାଳୟ’ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ନୋଟିସ ପଠାଇଛନ୍ତି ସୁପ୍ରିମକୋର୍ଟ। ୪ ସପ୍ତାହ ମଧ୍ୟରେ ‘ଗ୍ରାମ ନ୍ୟାୟାଳୟ’ ପ୍ରତିଷ୍ଠା କରିନଥିବା ରାଜ୍ୟଗୁଡ଼ିକ ବିଜ୍ଞପ୍ତି ପ୍ରକାଶ କରିବା ଦରକାର ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏଥିପାଇଁ ରାଜ୍ୟରେ ଥିବା ହାଇକୋର୍ଟଙ୍କୁ ହସ୍ତକ୍ଷେପ କରି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

୨୦୦୮ରେ ସଂସଦରେ ‘ଗ୍ରାମ ନ୍ୟାୟାଳୟ’ ପ୍ରତିଷ୍ଠା ପାଇଁ ଆଇନ ଗୃହୀତ ହୋଇଥିଲା। ଗାଁରେ ସାମାଜିକ, ଅର୍ଥନୀତିକ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ତ୍ୱରିତ ନ୍ୟାୟ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ହୋଇଥିଲା।

ଫେବୃଆରୀ ୩ରେ ଜଷ୍ଟିସ ଏନ. ଭି. ରମନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ‘ଗ୍ରାମ ନ୍ୟାୟାଳୟ’ର ସମୀକ୍ଷା କରି ଯେଉଁ ରାଜ୍ୟ ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି ସେମାନଙ୍କୁ ନୋଟିସ କରିଛନ୍ତି। କେରଳ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ କିନ୍ତୁ ‘ଗ୍ରାମ ନ୍ୟାୟାଳୟ’ ପ୍ରତିଷ୍ଠା ହୋଇଥିବା ଜଣାପଡ଼ିଛି।

ହେଲେ ଓଡ଼ିଶା, ଗୁଜରାଟ, ହରିଆନା, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଛତିଶଗଡ଼ ‘ଗ୍ରାମ ନ୍ୟାୟାଳୟ’ ବାବଦରେ ସତ୍ୟପାଠ ଦାଖଲ କରିନଥିବା ଜଣାପଡ଼ିଛି। ଗତବର୍ଷ ଅକ୍ଚୋବର ୧୮ରେ ସୁପ୍ରିମକୋର୍ଟ ‘ଗ୍ରାମ ନ୍ୟାୟାଳୟ’ ବାବଦରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏ ସଂକ୍ରାନ୍ତରେ ଏକ ଆବେଦନ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଛି, ନିକଟରେ ଗୋଆ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ନେଇ ଦୁଇଟି ବିଜ୍ଞପ୍ତି ପ୍ରକାଶ କରିଛି। ହେଲେ ଏହା କାର୍ଯ୍ୟକାରୀ ହୋଇନି। ହରିଆନାରେ ମଧ୍ୟ ତିନିଟି ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଦୁଇଟି କାର୍ଯ୍ୟକାରୀ କରୁଛି।

ଝାଡ଼ଖଣ୍ଡ ମଧ୍ୟ ୬ଟି ବିଜ୍ଞପ୍ତି ପ୍ରକାଶ କରିଛି। ହେଲେ ମାତ୍ର ଗୋଟିଏ କାର୍ଯ୍ୟକାରୀ କରୁଛି। ଉତ୍ତର ପ୍ରଦେଶ ୮୨୨ଟି ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଛି। ହେଲେ ୧୧୩ଟିରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୧୪ଟି କାର୍ଯ୍ୟକ୍ଷମ ରହିଛି ବୋଲି ଜଣାପଡ଼ିଛି। ସାରା ଦେଶରେ ୨୫୦୦ଟି ଗ୍ରାମ୍ୟ ନ୍ୟାୟାଳୟର ଆବଶ୍ୟକତା ରହିଥିବା ବେଳେ ୨୦୮ଟି ଗ୍ରାମ୍ୟ ନ୍ୟାୟାଳୟ କାର୍ଯ୍ୟକ୍ଷମ ଥିବା ପ୍ରଶାନ୍ତ ଭୂଷଣ କୋର୍ଟରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story