ଅପରାଧୀ ନେତାଙ୍କ ତଥ୍ୟ ଓ୍ୱେବସାଇଟରେ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜନୀତିରେ ବଢ଼ୁଥିବା ଅପରାଧକୁ ନଜରରେ ରଖି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କୀତ ଏକ ମାମଲାରେ କୋର୍ଟ ସମସ୍ତ ରାଜନୀତିକ ଦଳଙ୍କୁ ଜବାବ ତଲବ କରିଛନ୍ତି। କେଉଁ ଆଧାରରେ ଜଣେ ଅପରାଧ ପୃଷ୍ଠଭୂମିରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଟିକେଟ ଦିଆଯାଇଛି ସେ ବାବଦରେ ଉତ୍ତର ରଖିବାକୁ ରାଜନୀତିକ ଦଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର ଏଫ ନରିମନ ଏବଂ ଏସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଦଳୀୟ ପ୍ରାର୍ଥୀଙ୍କ ସମସ୍ତ […]

supreme

supreme

Subhransu Sekhar
  • Published: Thursday, 13 February 2020
  • Updated: 13 February 2020, 01:42 PM IST

Sports

Latest News

ନୂଆଦିଲ୍ଲୀ: ରାଜନୀତିରେ ବଢ଼ୁଥିବା ଅପରାଧକୁ ନଜରରେ ରଖି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କୀତ ଏକ ମାମଲାରେ କୋର୍ଟ ସମସ୍ତ ରାଜନୀତିକ ଦଳଙ୍କୁ ଜବାବ ତଲବ କରିଛନ୍ତି। କେଉଁ ଆଧାରରେ ଜଣେ ଅପରାଧ ପୃଷ୍ଠଭୂମିରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଟିକେଟ ଦିଆଯାଇଛି ସେ ବାବଦରେ ଉତ୍ତର ରଖିବାକୁ ରାଜନୀତିକ ଦଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଆର ଏଫ ନରିମନ ଏବଂ ଏସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଦଳୀୟ ପ୍ରାର୍ଥୀଙ୍କ ସମସ୍ତ ଅପରାଧିକ ରେକର୍ଡ଼ ପ୍ରାର୍ଥୀ ଘୋଷଣା କରିବାର ୪୮ ଘଣ୍ଚା ମଧ୍ୟରେ ଦଳୀୟ ଓ୍ୱେବସାଇଟ ଓ ସୋଶାଲ ମିଡିଆରେ ଅପଲୋଡ କରିବା ସହିତ ଖବରକାଗଜରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ଏ ସଂପର୍କୀତ ସମସ୍ତ ତଥ୍ୟ ସହିତ ତାଙ୍କୁ କାହିଁକି ପ୍ରାର୍ଥୀ କରାଗଲା ତାହାର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଯଦି ରାଜନୀତିକ ଦଳମାନେ ଏହି ନିର୍ଦ୍ଦେଶ ନମାନିବେ ତା’ହେଲେ କୋର୍ଟ ଅବମାନନା ମାମଲା ରୁଜୁ କରିପାରନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

ରାଜନୀତିକୁ ଅପରାଧ ମୁକ୍ତ କରିବା ନେଇ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ କୋର୍ଟରେ ଏକ ମାମଲା ଦାଏର କରିଛନ୍ତି। ରାଜନୀତିକୁ ଅପରାଧ ମୁକ୍ତ କରିବା ପାଇଁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଦରକାର ବୋଲି ସେ କହିଛନ୍ତି। ନିର୍ବାଚନ ଆୟୋଗ ନିୟମ କଡ଼ାକଡ଼ି କଲେ ଅପରାଧୀ ନେତା ଆଉ ଟିକେଟ ପାଇପାରିବେ ନାହିଁ ବୋଲି ସେ କହିଛନ୍ତି।

ତେବେ କୋର୍ଟ କହିଥିଲେ, ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ରିପୋର୍ଟ ତଲବ କରି ଏକ ଫ୍ରେମଓ୍ୱାର୍କ ତିଆରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଆବେଦନକାରୀ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏବଂ ନିର୍ବାଚନ ଆୟୋଗ ମିଶି ପ୍ରସ୍ତାବ ଦେବା ଦରକାର। ଯାହାଦ୍ୱାରା ରାଜନୀତିରୁ ଦାଗି ବା ଅପରାଧୀ ନେତାଙ୍କ ଉପରେ ରୋକ ଲଗାଇବାକୁ ସୁଯୋଗ ମିଳିବ।

ଆଇନରେ କ’ଣ ବ୍ୟବସ୍ଥା ରହିଛି?

ଜନ ପ୍ରତିନିଧି ଅଧିନିୟମ, ୧୯୫୧ ଆଧାରରେ ଦୋଷୀ ସାବ୍ୟସ୍ତ ରାଜନେତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକା ଯାଇପାରିବ। କିନ୍ତୁ ଯେଉଁ ନେତାଙ୍କ ବିରୋଧରେ କେବଳ ମାମଲା ଚାଲିଛି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ସେମାନେ ନିର୍ବାଚନରେ ଅଂଶ ଗ୍ରହଣ କରିପାରିବେ।

ସେହିପରି ଜନ ପ୍ରତିନିଧି ଅଧିନିୟମ ଧାରା ୮(୩) ବ୍ୟବସ୍ଥା ଅନୁଯାୟୀ, ଜଣେ ନିର୍ବାଚିତ ପ୍ରତିନିଧି ଯଦି ଦୁଇ ବର୍ଷରୁ ଅଧିକ ସମୟ ଜେଲ ଦଣ୍ଡାଦେଶ ଭୋଗିବେ ତାହେଲେ ତାଙ୍କୁ ଅଯୋଗ୍ୟ ବୋଲି ମାନିବାକୁ ହେବ। ସେ ଦଣ୍ଡମୁକ୍ତ ହେବାର ୬ ବର୍ଷ ପରେ ଯାଇ ନିର୍ବାଚନ ଲଢ଼ିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story