ନୂଆଦିଲ୍ଲୀ: ଭାରତ ଭଳି ରକ୍ଷଣଶୀଳ ରାଷ୍ଟ୍ରରେ ସମଲିଙ୍ଗୀ ସମ୍ପର୍କ(gay sex)କୁ ନେଇ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। କେତେକ ମୁଷ୍ଟିମେୟ ଗୋଷ୍ଠୀ ଏଭଳି ସମ୍ପର୍କକୁ ଆମ ସମାଜ ଗ୍ରହଣ କରିବା ଅନୁଚିତ୍ ବୋଲି ମତ ଦିଅନ୍ତି। ଏଭଳି ସ୍ଥିତିରେ ୨୦୧୩ରେ ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ ଏକ ନିଷ୍ପତ୍ତି ଶୁଣାଇଥିଲେ। ଧାରା ୩୭୭ରେ ଏଭଳି ସମ୍ପର୍କକୁ ଅପରାଧା ତାଲିକାଭୁକ୍ତ କରିଥିଲେ। ଯାହାକୁ ନେଇ ସେ ସମୟରେ ବେସ୍ ତର୍ଜମା ହୋଇଥିଲା। କିନ୍ତୁ ଏବେ କୋର୍ଟ ଏହି ନିଷ୍ପତ୍ତି ବାବଦରେ ପୁନଃ ତର୍ଜମା କରିବାକୁ ଯାଉଛନ୍ତି। right to privacy ବା ଗୋପନୀୟତା ଅଧିକାର ଆସିବା ପରେ ନିଷ୍ପତ୍ତିକୁ ଏଭଳି ତର୍ଜମା କରାଯାଉଛି ବୋଲି କୁହାଯାଉଛି।
ପର୍ବରୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ଏକ ନିଷ୍ପତ୍ତି ଉପରେ ରୋକ୍ ଲାଗାଇବା ପରେ ସୁପ୍ରିମ୍କୋର୍ଟ ଏଭଳି ସମ୍ପର୍କକୁ ଅପରାଧ ଆକ୍ଷା ଦେଇଥିଲେ। ହେଲେ ସୋମବାର ୩ ଜଣ ବିଚାରପତିଙ୍କ ଦ୍ୱାରା ଗଠିତ ସୁପ୍ରିମ୍ କୋର୍ଟର ଏକ ବେଞ୍ଚ କହିଛନ୍ତି, ଏଭଳି ସମ୍ପର୍କକୁ ଅପରାଧା ତାଲିକାର ଶ୍ରେଣୀଭୁକ୍ତ କରାଯିବ କି ନାହିଁ ସେ ନେଇ ତର୍ଜମା କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।