ଏବେ ବି ରହିଛି ସରସ୍ୱତୀ ନଦୀର ସ୍ଥିତି

ଅହମଦାବାଦ: ସିନ୍ଧୁ ସଭ୍ୟତାର ପ୍ରଥମ ତିନି ନଦୀ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀ। କାଳକ୍ରମେ ଏହି ତିନି ପବିତ୍ର ନଦୀରୁ ସରସ୍ୱତୀ ନଦୀ ଲୁପ୍ତ ହୋଇଯାଇଥିବା କୁହାଯାଏ। ହେଲେ ଏହା ହୋଇନାହିଁ। ଏହାର ଅସ୍ଥିତ୍ୱ ଏବେ ବି ରହିଛି। ଅହମଦାବାଦର ଫିଜିକାଲ୍‌ ରିସର୍ଚ୍ଚ ଲାବରେଟୋରି ବା  ପିଆରଏଲ ଗବେଷଣାଗାର ଓ ଆଇଆଇଟି ବମ୍ୱେର ମିଳିତ ଉଦ୍ୟମରେ ସରସ୍ୱତୀ ନଦୀର ଅସ୍ତିତ୍ୱ ରହିଥିବା ପ୍ରମାଣ କରିଛି। ଉତ୍ତର ପଶ୍ଚିମ ଭାରତର ଘାଗର ନଦୀ ହିଁ ଋକ ବେଦରେ […]

in-ghaggar (1)

in-ghaggar (1)

Subhransu Sekhar
  • Published: Monday, 09 December 2019
  • Updated: 11 December 2019, 12:47 PM IST

Sports

Latest News

ଅହମଦାବାଦ: ସିନ୍ଧୁ ସଭ୍ୟତାର ପ୍ରଥମ ତିନି ନଦୀ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀ। କାଳକ୍ରମେ ଏହି ତିନି ପବିତ୍ର ନଦୀରୁ ସରସ୍ୱତୀ ନଦୀ ଲୁପ୍ତ ହୋଇଯାଇଥିବା କୁହାଯାଏ। ହେଲେ ଏହା ହୋଇନାହିଁ। ଏହାର ଅସ୍ଥିତ୍ୱ ଏବେ ବି ରହିଛି। ଅହମଦାବାଦର ଫିଜିକାଲ୍‌ ରିସର୍ଚ୍ଚ ଲାବରେଟୋରି ବା  ପିଆରଏଲ ଗବେଷଣାଗାର ଓ ଆଇଆଇଟି ବମ୍ୱେର ମିଳିତ ଉଦ୍ୟମରେ ସରସ୍ୱତୀ ନଦୀର ଅସ୍ତିତ୍ୱ ରହିଥିବା ପ୍ରମାଣ କରିଛି। ଉତ୍ତର ପଶ୍ଚିମ ଭାରତର ଘାଗର ନଦୀ ହିଁ ଋକ ବେଦରେ ବର୍ଣ୍ଣିତ ସରସ୍ୱତୀ ନଦୀ ବୋଲି ଗବେଷକମାନେ କହିଛନ୍ତି।

ଗବେଷକମାନେ କହିଛନ୍ତି, ଘାଗର ଓ ସରସ୍ୱତୀ ଏକ। ଖ୍ରୀଷ୍ଟ ପୂର୍ବ ୭୦୦୦ ଓ ୨୦୦୦ ମଧ୍ୟରେ ଏହା ପ୍ରବାହିତ ହେଉଥିଲା। ଖ୍ରୀଷ୍ଟପୂର୍ବ ୩,୮୦୦ ଓ ୧,୮୦୦ ମଧ୍ୟରେ ଏହି ପବିତ୍ର ନଦୀ କୂଳରେ ହରପ୍ପା ସଭ୍ୟତା ଗଢ଼ି ଉଠିଥିଲା।

ଗବେଷକଙ୍କ ମତ ଅନୁଯାୟୀ ସରସ୍ୱତୀ ନଦୀର ପତନ ପରେ ହରପ୍ପା ସଭ୍ୟତାର ପତନ ହୋଇଛି। ଦୀର୍ଘ ୪,୨୦୦ ବର୍ଷ ପୂର୍ବେ ସରସ୍ୱତୀ ନଦୀ ଏବଂ ହରପ୍ପା ସଭ୍ୟତା ଲୋପ ପାଇଥିବା ବିଶ୍ୱାସ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story