ଅହମଦାବାଦ: ସିନ୍ଧୁ ସଭ୍ୟତାର ପ୍ରଥମ ତିନି ନଦୀ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀ। କାଳକ୍ରମେ ଏହି ତିନି ପବିତ୍ର ନଦୀରୁ ସରସ୍ୱତୀ ନଦୀ ଲୁପ୍ତ ହୋଇଯାଇଥିବା କୁହାଯାଏ। ହେଲେ ଏହା ହୋଇନାହିଁ। ଏହାର ଅସ୍ଥିତ୍ୱ ଏବେ ବି ରହିଛି। ଅହମଦାବାଦର ଫିଜିକାଲ୍ ରିସର୍ଚ୍ଚ ଲାବରେଟୋରି ବା ପିଆରଏଲ ଗବେଷଣାଗାର ଓ ଆଇଆଇଟି ବମ୍ୱେର ମିଳିତ ଉଦ୍ୟମରେ ସରସ୍ୱତୀ ନଦୀର ଅସ୍ତିତ୍ୱ ରହିଥିବା ପ୍ରମାଣ କରିଛି। ଉତ୍ତର ପଶ୍ଚିମ ଭାରତର ଘାଗର ନଦୀ ହିଁ ଋକ ବେଦରେ ବର୍ଣ୍ଣିତ ସରସ୍ୱତୀ ନଦୀ ବୋଲି ଗବେଷକମାନେ କହିଛନ୍ତି।
ଗବେଷକମାନେ କହିଛନ୍ତି, ଘାଗର ଓ ସରସ୍ୱତୀ ଏକ। ଖ୍ରୀଷ୍ଟ ପୂର୍ବ ୭୦୦୦ ଓ ୨୦୦୦ ମଧ୍ୟରେ ଏହା ପ୍ରବାହିତ ହେଉଥିଲା। ଖ୍ରୀଷ୍ଟପୂର୍ବ ୩,୮୦୦ ଓ ୧,୮୦୦ ମଧ୍ୟରେ ଏହି ପବିତ୍ର ନଦୀ କୂଳରେ ହରପ୍ପା ସଭ୍ୟତା ଗଢ଼ି ଉଠିଥିଲା।
ଗବେଷକଙ୍କ ମତ ଅନୁଯାୟୀ ସରସ୍ୱତୀ ନଦୀର ପତନ ପରେ ହରପ୍ପା ସଭ୍ୟତାର ପତନ ହୋଇଛି। ଦୀର୍ଘ ୪,୨୦୦ ବର୍ଷ ପୂର୍ବେ ସରସ୍ୱତୀ ନଦୀ ଏବଂ ହରପ୍ପା ସଭ୍ୟତା ଲୋପ ପାଇଥିବା ବିଶ୍ୱାସ କରାଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।