ଭାରତ ସରକାର ପାଗଳ, କହିଲା ଶିବସେନା

ମହାରାଷ୍ଟ୍ର: ସେନା ବାହିନୀ ନିଯୁକ୍ତିରେ ମହିଳା ଓ ପୁରୁଷ ସମାନ ବୋଲି ସୁପ୍ରିମକୋର୍ଟ ନିକଟରେ ରାୟ ଶୁଣାଇଥିଲେ। ଏହାକୁ ନେଇ ଶିବସେନା ନିଜର ମୁଖପାତ୍ର ‘ସାମ୍ନା’ ଖବରକାଗଜ ଜରିଆରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଏମିତିକି ସରକାରଙ୍କ ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ଶିବସେନା କହିଛି। ଏହାବାଦ୍ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱରେ ଭାରତ ୧୯୭୧ ମସିହାରେ  ବାଂଲାଦେଶ ପାଖରୁ ବିଜୟୀ ହୋଇଥିବା କଥା ମନେ ପକାଇ ଶିବସେନା କେନ୍ଦ୍ରର ବିଜେପି ସରକାରକୁ କଡ଼ା ସମାଲୋଚନା […]

Women in Army

Women in Army

Subhransu Sekhar
  • Published: Wednesday, 19 February 2020
  • Updated: 19 February 2020, 01:11 PM IST

Sports

Latest News

ମହାରାଷ୍ଟ୍ର: ସେନା ବାହିନୀ ନିଯୁକ୍ତିରେ ମହିଳା ଓ ପୁରୁଷ ସମାନ ବୋଲି ସୁପ୍ରିମକୋର୍ଟ ନିକଟରେ ରାୟ ଶୁଣାଇଥିଲେ। ଏହାକୁ ନେଇ ଶିବସେନା ନିଜର ମୁଖପାତ୍ର ‘ସାମ୍ନା’ ଖବରକାଗଜ ଜରିଆରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଏମିତିକି ସରକାରଙ୍କ ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ଶିବସେନା କହିଛି। ଏହାବାଦ୍ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱରେ ଭାରତ ୧୯୭୧ ମସିହାରେ  ବାଂଲାଦେଶ ପାଖରୁ ବିଜୟୀ ହୋଇଥିବା କଥା ମନେ ପକାଇ ଶିବସେନା କେନ୍ଦ୍ରର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି।

୨୦୧୦ରେ ଦିଲ୍ଲୀ ହାଇକୋର୍ଟ ସେନା ବାହିନୀରେ ମହିଳା ଅଫିସରମାନଙ୍କୁ ପୁରୁଷ ଅଧିକାରୀଙ୍କ ପରି ସ୍ଥାୟୀ କମାଣ୍ଡିଂ ପଦପଦବୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ ଗ୍ରହଣ ନକରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳିତବର୍ଷ ଫେବୃଆରୀ ୧୭ରେ ସୁପ୍ରିମକୋର୍ଟ କେନ୍ଦ୍ରର ଏହି ଆବେଦନକୁ ଖାରଜ କରିଦେଇଥିଲେ। ଏଥିସହ ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି କୋର୍ଟ କହିଥିଲେ। ଏମିତିକି ସୁପ୍ରିମକୋର୍ଟ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ନୀତି ଲାଗୁ କରିବା ପାଇଁ ୩ ମାସ ସମୟ ଦେଇଛନ୍ତି।

ଏହାର ଜବାବ ଦେବାକୁ ଯାଇ ମହାରାଷ୍ଟ୍ର ବିକାଶ ଅଘାଡି ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ଶିବସେନା ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱକୁ ପ୍ରଶଂସା କରିଛି। ଜଣେ ମହିଳା ହୋଇ ଇନ୍ଦିରା କିଭଳି ବାଂଲାଦେଶ ବିପକ୍ଷରେ ଯୁଦ୍ଧ କରି ଜିତିଥିଲେ ସେ ବାବଦରେ ସାମ୍ନାର ସମ୍ପାଦକୀୟରେ ଶିବସେନା ପ୍ରକାଶ କରିଛି। ସେନାରେ ମହିଳାଙ୍କୁ ସ୍ଥାୟୀ ପଦବୀ ତଥା କମାଣ୍ଡିଂ ପଦବୀରେ ନିଯୁକ୍ତିକୁ ନେଇ ମୋଦି ସରକାର ଯେଉଁ ପକ୍ଷ ରଖିଛନ୍ତି ତାହା ଗ୍ରହଣୀୟ ନୁହେଁ। ସରକାର ଏଭଳି ମାନସିକତାରୁ ଦୂରେଇ ରହିବା ଆବଶ୍ୟକ ବୋଲି ଶିବସେନା କହିଛି। ଏହାସହିତ ନିଜର ପୂର୍ବତନ ସହଯୋଗୀ ଦଳ ତଥା କେନ୍ଦ୍ରର ବିଜେପି ସରକାରକୁ କଡା ଭାଷାରେ ସମାଲୋଚନା କରିବାକୁ ଯାଇ ପାଗଳ ବୋଲି ଶିବସେନା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story