ଏହି କାରଣରୁ ପାକ୍‌ର ଜବାବ ରଖିବାକୁ ଯୁବ ଅଧିକାରୀ ବିଦିଶା ପାଇଥିଲେ ସୁଯୋଗ

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରଖିଥିବା ଅଭିଭାଷଣର ଉତ୍ତର କୌଣସି ବରିଷ୍ଠ ଅଧିକାରୀଙ୍କ ବଦଳରେ ଯୁବ ଅଧିକାରୀ ବିଦିଶା ମୈତ୍ରଙ୍କୁ କାହିଁକି ସୁଯୋଗ ମିଳିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରୁଦ୍ଦିନ୍‌ ଏକ ସାକ୍ଷାତକାରରେ କହିଛନ୍ତି ଏହା ହିଁ ‘ନୂଆ ଭାରତ’। ସେ ଏକ ସାକ୍ଷାତକାରରେ ପାକିସ୍ତାନ, ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଏବଂ ଆତଙ୍କବାଦ ବାବଦରେ ମତ ରଖିବା ଅବସରରେ ଏହି ବାବଦରେ କହିଛନ୍ତି। ସେ […]

vidisha

vidisha

Subrat Kumar Nayak
  • Published: Sunday, 29 September 2019
  • Updated: 29 September 2019, 05:06 PM IST

Sports

Latest News

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରଖିଥିବା ଅଭିଭାଷଣର ଉତ୍ତର କୌଣସି ବରିଷ୍ଠ ଅଧିକାରୀଙ୍କ ବଦଳରେ ଯୁବ ଅଧିକାରୀ ବିଦିଶା ମୈତ୍ରଙ୍କୁ କାହିଁକି ସୁଯୋଗ ମିଳିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରୁଦ୍ଦିନ୍‌ ଏକ ସାକ୍ଷାତକାରରେ କହିଛନ୍ତି ଏହା ହିଁ ‘ନୂଆ ଭାରତ’। ସେ ଏକ ସାକ୍ଷାତକାରରେ ପାକିସ୍ତାନ, ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଏବଂ ଆତଙ୍କବାଦ ବାବଦରେ ମତ ରଖିବା ଅବସରରେ ଏହି ବାବଦରେ କହିଛନ୍ତି।

ସେ ବିଦିଶାଙ୍କୁ ଆଗକୁ ପଠାଇବା ନେଇ କହିଛନ୍ତି, ଆପଣ ଜାଣନ୍ତି ଭାରତ ପରମ୍ପରାରେ ବିଶ୍ୱାସ କରେ ଏବଂ ସୁସଙ୍ଗତ ମତ ରଖିଥାଏ। ଆମେ ପାକିସ୍ତାନକୁ ଏବଂ ଏହାର ତରିକାକୁ ଭଲ ଭାବେ ଜାଣିଛୁ। ତେଣୁ ଆମେ ଗୋଟିଏ ପ୍ରସଙ୍ଗରେ ଦୃଷ୍ଟି ନିବେଶ କଲୁ। ଏହି ପ୍ରସଙ୍ଗ ସହ ଆମେ ଭଲ ଭାବେ ପରିଚିତ ମଧ୍ୟ ଥିଲୁ। ତେଣୁ ଆମେ ଭାବିଲୁ ଏଭଳି ପ୍ରସଙ୍ଗରେ ଯୁବ କୂଟନୀତିଜ୍ଞ ହିଁ ଆତ୍ମ ବିଶ୍ୱାସର ସହ ଜବାବ ଦେଇପାରିବେ।

ଆକବରୁଦ୍ଦିନ୍‌ ଆହୁରି ମଧ୍ୟ କହିଥିଲେ, “ଯୁବ ଅଧିକାରୀ ଉପସ୍ଥାପନାରେ ନୂଆ ଭାରତକୁ ପ୍ରତିନିଧିତ୍ୱ କରିବା ସହ ଶକ୍ତିଶାଳୀ ଭାବେ ଭାରତର ପକ୍ଷ ରଖିପାରିବେ ବୋଲି ମନେ କରିଥିଲୁ। କନିଷ୍ଠ ଅଧିକାରୀଙ୍କୁ ଆଗକୁ ରଖି ଭାରତ କେଉଁଭଳି ଭାବେ ନିଜ ମତକୁ ନେଇ ସ୍ପଷ୍ଟ ସେହି ପରମ୍ପରାକୁ ଦୋହରାଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story