ସେପ୍ଟେମ୍ବର-ଅକ୍ଟୋବରରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବରର ଯେକୌଣସି ସମୟରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ। ଏହି ସୂଚନା ଦେଇଛନ୍ତି ଦେଶର ମୁଖ୍ୟ ନିର୍ବଚନ କମିଶନର ନସୀମ ଜୈଦି। ସେ କହିଛନ୍ତି ଯେ ଜୁଲାଇ ୩୧ ତାରିଖ ସୁଦ୍ଧା ବିହାରର ଭୋଟର୍ ତାଲିକା ତାଲିକା ପ୍ରସ୍ତୁତ ହୋଇଯିବ। ତେବେ ନିର୍ବାଚନ ନେଇ ତାରିଖ ସ୍ଥିର କରାଯାଇ ନାହିଁ। ନିର୍ବାଚନ ତାରିଖ ସ୍ଥିର କରାଯିବା ପୂର୍ବରୁ ଅନେକଗୁଡ଼ିଏ କଥାକୁ ଦୃଷ୍ଟି ଦେବାକୁ ହୁଏ, ଯେପରିକି ପାଣିପାଗ ସ୍ଥିତି, ପର୍ବପର୍ବାଣୀ, ପରୀକ୍ଷା […]

Nasimzaidi

Nasimzaidi

Rakesh Mallick
  • Published: Sunday, 17 May 2015
  • Updated: 17 May 2015, 12:32 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବରର ଯେକୌଣସି ସମୟରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ। ଏହି ସୂଚନା ଦେଇଛନ୍ତି ଦେଶର ମୁଖ୍ୟ ନିର୍ବଚନ କମିଶନର ନସୀମ ଜୈଦି। ସେ କହିଛନ୍ତି ଯେ ଜୁଲାଇ ୩୧ ତାରିଖ ସୁଦ୍ଧା ବିହାରର ଭୋଟର୍ ତାଲିକା ତାଲିକା ପ୍ରସ୍ତୁତ ହୋଇଯିବ। ତେବେ ନିର୍ବାଚନ ନେଇ ତାରିଖ ସ୍ଥିର କରାଯାଇ ନାହିଁ। ନିର୍ବାଚନ ତାରିଖ ସ୍ଥିର କରାଯିବା ପୂର୍ବରୁ ଅନେକଗୁଡ଼ିଏ କଥାକୁ ଦୃଷ୍ଟି ଦେବାକୁ ହୁଏ, ଯେପରିକି ପାଣିପାଗ ସ୍ଥିତି, ପର୍ବପର୍ବାଣୀ, ପରୀକ୍ଷା ଓ ଛୁଟି ଇତ୍ୟାଦି। ସେହିପରି କେତୋଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହେବ ତାହା ବି କହିବାକୁ ମୁଖ୍ୟ ନିର୍ବାଚନ କମିଶନର ନସୀମ ଜୈଦି ମନା କରି ଦେଇଥିଲେ।

ଅନ୍ୟପକ୍ଷରେ ସେ କହିଥିଲେ ଯେ ’ବିହାର ନିର୍ବାଚନ ହେଉଛି ସବୁ ନିର୍ବାଚନର ଜନନୀ’। ଧନବଳର ବ୍ୟବହାର ବିହାର ବିଧାନସଭା ନିର୍ବାଚନର ଏକ ପ୍ରମୁଖ ସମସ୍ୟା। ସଥିପାଇଁ ଏଥର ଅଧିକ କଡ଼ା ବ୍ୟବସ୍ଥା କରାଯିବ। କିଛି ନ୍ୟାୟିକ ସଂଶୋଧନ ପରିବର୍ତ୍ତନ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟଠାରୁ ଅନୁମତି ଆସିବା ବାକି ଅଛି। ବିହାର ନିର୍ବାଚନରେ ବ୍ୟାପକ ମାତ୍ରାର କେନ୍ଦ୍ରୀୟ ସୁରକ୍ଷା ବଳକୁ ନିୟୋଜିତ କରାଯିବ ବୋଲି ସେ କହିଥିଲେ।

ଏଥର ବିହାର ନିର୍ବାଚନରେ ପୂରା ଭିନ୍ନ ଚିତ୍ର ଦେଖିବାକୁ ମିଳିବ। ନୀତୀଶଙ୍କ ଜେଡିୟୁ ଓ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳକୁ ଆଉ ପୂର୍ବଥର ଭଳି ପରସ୍ପର ବିରୁଦ୍ଧରେ ପ୍ରଚାର କରିବା ଦେଖିବାକୁ ମିଳିବ ନାହିଁ। କାରଣ ଏ ଦୁଇ ଦଳ ଏବେ ବନ୍ଧୁ ପାଲଟି ଯାଇଛନ୍ତି। ପୁଣି ଏହି ଦୁଇ ଦଳ ଜନତା ପରିବାରେ ମିଶିବେ। ତେଣୁ ଏଥର ଏଠାରେ ବିଜେପିକୁ ଏ ଦୁଇ ଦଳ ମିଶିକି ଟକ୍କର ଦେବେ। ଖାସ୍ ବିଜେପିକୁ ମାତ୍ ଦେବା ଲାଗି ଜନତା ପରିବାର ଗଠନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story