ସିରିଆ ସେନାର ମିଜାଇଲ ମାଡରେ ୨୧ ମୃତ

ବୈରୁତ: ସିରିଆ ସେନା ପକ୍ଷରୁ କରାଯାଇଥିବା ଏକ ମିଜାଇଲ ଆକ୍ରମଣରେ ମଙ୍ଗଳବାର ନିଜ ଦେଶର ୨୧ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ମିଜାଇଲ ଆକ୍ରମଣ ସିରିଆର ମେଘାୟାର ଜିଲ୍ଲା ଏଲପ୍ପୋ ସହର ଉପରେ ହୋଇଛି। ମିଜାଇଲ ଆକ୍ରମଣରେ ୫୦ରୁ ଅଧିକ ସାଧାରଣ ଲୋକ ଗୁରୁତର ହୋଇଥିବାବେଳେ ୩୫ରୁ ଅଧିକ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି। କିଛିଦିନ ହେବ […]

syria

syria

Rakesh Mallick
  • Published: Tuesday, 21 July 2015
  • Updated: 04 May 2017, 03:45 PM IST

Sports

Latest News

syriaବୈରୁତ: ସିରିଆ ସେନା ପକ୍ଷରୁ କରାଯାଇଥିବା ଏକ ମିଜାଇଲ ଆକ୍ରମଣରେ ମଙ୍ଗଳବାର ନିଜ ଦେଶର ୨୧ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ମିଜାଇଲ ଆକ୍ରମଣ ସିରିଆର ମେଘାୟାର ଜିଲ୍ଲା ଏଲପ୍ପୋ ସହର ଉପରେ ହୋଇଛି। ମିଜାଇଲ ଆକ୍ରମଣରେ ୫୦ରୁ ଅଧିକ ସାଧାରଣ ଲୋକ ଗୁରୁତର ହୋଇଥିବାବେଳେ ୩୫ରୁ ଅଧିକ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି।

କିଛିଦିନ ହେବ ଦୁଇଟି ଗୋଷ୍ଠୀ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇ ଏଲପ୍ପୋ ସହର ଦୁଇଭାଗରେ ବିଭକ୍ତ ହୋଇଯାଇଛି। ଉଭୟ ପକ୍ଷ ପରସ୍ପରକୁ ବାରମ୍ବାର ଆକ୍ରମଣ କରୁଛନ୍ତି ।ଏହାକୁ ପ୍ରତିହତ କରିବାକୁ ସେନା ପକ୍ଷରୁ ଆକ୍ରମଣ କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ୨୦୧୧ରୁ ଏହି ଅର୍ନ୍ତଦ୍ୱନ୍ଦ ଆରମ୍ଭ ହୋଇଥିଲା। ଦିନକୁ ଦିନ ଏହା ତୀବ୍ର ହେବାରେ ଲାଗିଛି । ଏହି ଅର୍ନ୍ତଦ୍ୱନ୍ଦରେ ଦୁଇ ଗୋଷ୍ଠୀଙ୍କ ସହ ସରକାର ସାମିଲ ହୋଇଛନ୍ତି। ଏଥଇପାଇଁ ସବୁବେଳେ ଦେଶରେ ତୀବ୍ର ଗୁଳିଗୁଳା ବିନିମୟ ହୋଉଥିବା ଦେଖିବାକୁ ମିଳୁଛି। ଏଥିରେ ପ୍ରାୟ ୨ଲକ୍ଷ ୩୦ହଜାର ଲୋକଙ୍କ ପ୍ରାଣହାନୀ ଘଟିସାରିଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story