ବିଜେପିରେ ସାମିଲ ହେଲେ ୭ ପୂର୍ବତନ ସେନା ଅଧିକାରୀ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନିର୍ମଲା ସୀତାରମଣଙ୍କ ଉପସ୍ଥିତିରେ ୭ ଜଣ ପୂର୍ବତନ ସେନା ଅଧିକାରୀ ବିଜେପିରେ ଯୋଗ ଦେଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଜେବିଏସ୍‌ ଯାଦବ, ଲେଫ୍ଟନାଣ୍ଟ ଜେନେରାଲ ଆରଏନ୍‌ ସିଂହ, ଲେଫ୍ଟନାଣ୍ଟ ଜେନେରାଲ ଏସ୍‌କେ ପଟ୍ୟାଲ, ଲେଫ୍ଟନାଣ୍ଟ ଜେନେରାଲ ସୁନୀତ କୁମାର, ଲେଫ୍ଟନାଣ୍ଟ ଜେନେରାଲ ନୀତୀନ କୋହଲି, କର୍ଣ୍ଣେଲ ଆରକେ ତ୍ରିପାଠୀ ଏବଂ ୱିଙ୍ଗ କମାଣ୍ଡର ନବନୀତ ମାଗନ୍‌ ଆଜି ବିଜେପିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସାଧାରଣ ନିର୍ବାଚନ ପ୍ରକ୍ରିୟା […]

ex-army-joins-bjp

ex-army-joins-bjp

Subrat Kumar Nayak
  • Published: Saturday, 27 April 2019
  • Updated: 27 April 2019, 07:27 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନିର୍ମଲା ସୀତାରମଣଙ୍କ ଉପସ୍ଥିତିରେ ୭ ଜଣ ପୂର୍ବତନ ସେନା ଅଧିକାରୀ ବିଜେପିରେ ଯୋଗ ଦେଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଜେବିଏସ୍‌ ଯାଦବ, ଲେଫ୍ଟନାଣ୍ଟ ଜେନେରାଲ ଆରଏନ୍‌ ସିଂହ, ଲେଫ୍ଟନାଣ୍ଟ ଜେନେରାଲ ଏସ୍‌କେ ପଟ୍ୟାଲ, ଲେଫ୍ଟନାଣ୍ଟ ଜେନେରାଲ ସୁନୀତ କୁମାର, ଲେଫ୍ଟନାଣ୍ଟ ଜେନେରାଲ ନୀତୀନ କୋହଲି, କର୍ଣ୍ଣେଲ ଆରକେ ତ୍ରିପାଠୀ ଏବଂ ୱିଙ୍ଗ କମାଣ୍ଡର ନବନୀତ ମାଗନ୍‌ ଆଜି ବିଜେପିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବାରୁ ଏହା ଖୁବ୍‌ ଚର୍ଚ୍ଚାରେ ରହିଛି।

ନିର୍ମଲା ଏହି ଅବସରରେ କହିଛନ୍ତି, "ବହୁ ଗୌରବ ବହନ କରୁଥିବା ଦେଶର ବିଶିଷ୍ଟ ସେନା ଅଧିକାରୀଙ୍କୁ ବିଜେପିକୁ ସ୍ୱାଗତ କରି ମୁଁ ଆନନ୍ଦିତ। ସେମାନେ ପୂର୍ବରୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିସାରିଛନ୍ତି। ବିଜେପି ସେମାନଙ୍କ ନିକଟରେ କୃତଜ୍ଞ। ସେମାନେ ଜାତୀୟ ସୁରକ୍ଷା ପାଇଁ ନୀତି ନିର୍ଦ୍ଧାରଣରେ ଆମକୁ ଦିଗ୍‌ଦର୍ଶନ ଦେବେ। ମୁଁ ସମସ୍ତଙ୍କୁ ବିଜେପିକୁ ସ୍ୱାଗତ କରୁଛି।"

ଲେଫ୍ଟନାଣ୍ଟ ଜେନେରାଲ ଜେବିଏସ୍‌ ଯାଦବ ଏହି ଅବସରରେ କହିଥିଲେ, ଆମକୁ ଦଳର ସଦସ୍ୟ ଭାବରେ ଗ୍ରହଣ କରିଥିବାରୁ ମୁଁ ବିଜେପିକୁ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ପ୍ରତ୍ୟେକ ମଣିଷର ରାଜନୀତିକ ସ୍ୱାଧୀନତା ରହିବା ଆବଶ୍ୟକ। ଆମ ଦେଶ ଏବେ ବିକାଶ ପଥରେ ଆଗେଇ ଚାଲିଛି। ଆମ ପରି ଅବସରପ୍ରାପ୍ତ ସେନା ଅଧିକାରୀ ରାଷ୍ଟ୍ରସେବା ପାଇଁ ରାଜନୀତିରେ ସାମିଲ ହେବା ପାଇଁ ବର୍ତ୍ତମାନ ସମୟ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story