ପାର୍ଟି କରୁଥିବା ବେଳେ ଭୁଶୁଡ଼ିଲା କୋଠା, ୭ ଯବାନ ମୃତ

ଶିମଲା: ଚାରି ମହଲା କୋଠା ଭୁଶୁଡ଼ି ୭ ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର କୁମାରହଟ୍ଟୀ ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅତ୍ୟଧିକ ବର୍ଷା ହେବାରୁ କୋଠାର ମୂଳଦୁଆ ମାଟିରେ ଦବି ଯାଇଥିଲା।ଫଳରେ ଏହା ଭୁଶୁଡ଼ି ପଡ଼ିଥିଲା। ଭୁଶୁଡ଼ି ପଡ଼ିଥିବା କୋଠାଟି ଏକ ରେଷ୍ଟୁରାଣ୍ଟ। ଆସାମ୍ ରାଇଫଲ୍‌ସ୍‌ର ୩୦ ଜଣ ଜୁନିୟର୍‌ କମିସନ୍‌ଡ୍‌ ଅଫିସର୍ସ ରବିବାର ଏଠାରେ  ପାର୍ଟିର ଆୟୋଜନ କରିଥିଲେ। ସେତେବେଳେ ଏହି କୋଠାରେ ସେମାନଙ୍କ ସହ […]

building collapse

building collapse

Subhransu Sekhar
  • Published: Monday, 15 July 2019
  • Updated: 15 July 2019, 11:57 AM IST

Sports

Latest News

ଶିମଲା: ଚାରି ମହଲା କୋଠା ଭୁଶୁଡ଼ି ୭ ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର କୁମାରହଟ୍ଟୀ ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅତ୍ୟଧିକ ବର୍ଷା ହେବାରୁ କୋଠାର ମୂଳଦୁଆ ମାଟିରେ ଦବି ଯାଇଥିଲା।ଫଳରେ ଏହା ଭୁଶୁଡ଼ି ପଡ଼ିଥିଲା।
ଭୁଶୁଡ଼ି ପଡ଼ିଥିବା କୋଠାଟି ଏକ ରେଷ୍ଟୁରାଣ୍ଟ। ଆସାମ୍ ରାଇଫଲ୍‌ସ୍‌ର ୩୦ ଜଣ ଜୁନିୟର୍‌ କମିସନ୍‌ଡ୍‌ ଅଫିସର୍ସ ରବିବାର ଏଠାରେ  ପାର୍ଟିର ଆୟୋଜନ କରିଥିଲେ। ସେତେବେଳେ ଏହି କୋଠାରେ ସେମାନଙ୍କ ସହ ରେଷ୍ଟୁରାଣ୍ଟର କର୍ମଚାରୀ ଓ ୧୫ ଜଣ ସାଧାରଣ ନାଗରିକ ମଧ୍ୟ ଥିଲେ।
ଖବର ଲେଖା ହେବା ସୁଦ୍ଧା ଏନଡିଆରଏଫ୍, ଆର୍ମି ଏବଂ ପୁଲିସ୍‌ ମିଳିତ ଭାବରେ ୨୮ ଜଣଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଜଣ ଯବାନ ଥିବା ବେଳେ ୧୧ ଜଣ ସାଧାରଣ ନାଗରିକ ଅଛନ୍ତି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ।
କୋଠା ଭୁଶୁଡ଼ିବା ପରେ ଏହାର ମାଲିକ ସାଇଲ କୁମାର ଫେରାର ହୋଇଯାଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ମୃତକଙ୍କ ମଧ୍ୟରେ କୋଠାର ମାଲିକଙ୍କ ପତ୍ନୀ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story