ମହିଳା ନେତ୍ରୀଙ୍କୁ ‘ଆଇଟମ୍’ କହି ବିବାଦରେ କମଲନାଥ, ଜବାବ ଦେଲେ ଶିବରାଜ

ଭୋପାଳ: ବିଜେପି ସାଂସଦ ଇମାରତୀ ଦେବୀଙ୍କୁ ‘ଆଇଟମ୍’ କହି ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଜାତୀୟ ନିର୍ବାଚନ କମିଶନ ଏ ନେଇ ମଧ୍ୟପ୍ରଦେଶ ନିର୍ବାଚନ କମିଶନଙ୍କ ପାଖରୁ ଜବାବ ତଲବ କରିଛି। ସେହିପରି ଜାତୀୟ ମହିଳା କମିଶନ ମଧ୍ୟ କମଲାନଥଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିବା ସହିତ ନିର୍ବାଚନ କମିଶନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଶିବରାଜ ସିଂ ଆଜି ଏ ନେଇ କହିଛନ୍ତି, କମଲ ନାଥଙ୍କର କଣ ହୋଇଛି? ୭୪ ବର୍ଷ […]

shivraj-singh-chauhaan-and-kamalnath

shivraj-singh-chauhaan-and-kamalnath

Subhransu Sekhar
  • Published: Tuesday, 20 October 2020
  • Updated: 20 October 2020, 10:51 AM IST

Sports

Latest News

ଭୋପାଳ: ବିଜେପି ସାଂସଦ ଇମାରତୀ ଦେବୀଙ୍କୁ ‘ଆଇଟମ୍’ କହି ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଜାତୀୟ ନିର୍ବାଚନ କମିଶନ ଏ ନେଇ ମଧ୍ୟପ୍ରଦେଶ ନିର୍ବାଚନ କମିଶନଙ୍କ ପାଖରୁ ଜବାବ ତଲବ କରିଛି। ସେହିପରି ଜାତୀୟ ମହିଳା କମିଶନ ମଧ୍ୟ କମଲାନଥଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିବା ସହିତ ନିର୍ବାଚନ କମିଶନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଶିବରାଜ ସିଂ ଆଜି ଏ ନେଇ କହିଛନ୍ତି, କମଲ ନାଥଙ୍କର କଣ ହୋଇଛି? ୭୪ ବର୍ଷ ବୟସ୍କ ବିଜେପିର ଇମାରତୀ ଦେବୀଙ୍କ ବିଷୟରେ କମଲନାଥ ଯାହା କହିଛନ୍ତି ମୁଁ ତାହା ପୁନରାବୃତ୍ତି କରିପାରିବି ନାହିଁ। ଯଦି କେହି ସେମାନଙ୍କ ମା ଏବଂ ଭଉଣୀଙ୍କୁ 'ଆଇଟମ୍' କହିବେ, ତୁମେ ଏହାକୁ ସହିବ କି ବୋଲି ଶିବରାଜ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେପି ମଧ୍ୟ ଏହାକୁ ପ୍ରସଙ୍ଗ କରି କଂଗ୍ରେସକୁ ଘେରିବାକୁ ଚେଷ୍ଟା କରିଛି।

କମଲନାଥଙ୍କ ଏହି ମନ୍ତବ୍ୟ ନେଇ କଂଗ୍ରେସ ନିରବ ରହିଛି। ହେଲେ ବିଜେପି ଏବଂ ବିଭିନ୍ନ ମହିଳା ସଂଗଠନ ଏହାକୁ ନେଇ ଆପତ୍ତି ଉଠାଇବା ପରେ ସୋମବାର ସଫେଇ ଦେଇଛନ୍ତି କମଲନାଥ।

"ଆଇଟମର ଅର୍ଥ ଅନେକ ରହିଛି। ଏହି ଶବ୍ଦର ଅର୍ଥକୁ ଭଲ ଭାବରେ ନବୁଝି ମିଛ ପ୍ରଚାର କରି ଶିବରାଜ ସିଂ ଚୌହ୍ୱାନ ନିଜ ଚେୟାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି।"

କମଲନାଥ ବିଜେପିର ୧୫ ବର୍ଷ କାର୍ଯ୍ୟକାଳକୁ ମନେ ପକାଇ କହିଛନ୍ତି ଯେ, ୧୫ ବର୍ଷ ଧରି ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି କ୍ରମାଗତ ନିର୍ଯାତନା ହାର ବଢ଼ିଛି, ମହିଳାଙ୍କ ପ୍ରତି ହେଉଥିବା ଅପରାଧରେ ରାଜ୍ୟ ଶୀର୍ଷରେ ରହିଛି ବୋଲି କମଲାଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story