ରାଫେଲ ମାମଲାରେ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କଲେ ଶିବରାଜ୍‌ , କହିଲେ ନୂଆ ରୋଗ ହୋଇଛି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରାଫେଲ ଡିଲ୍‌ ନେଇ ‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ରିପୋର୍ଟରେ ପିଏମ୍‌ଓର ଭୂମିକାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ତେବେ ଏହାର ପାଲଟା ଜବାବ ଦେଇଛି ବିଜେପି। ଏହି ପ୍ରସଙ୍ଗରେ ଶିବରାଜ ସିଂହ ଚୌହ୍ୱାନ ଇସାରା ଇସାରାରେ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। […]

shivrahsinghchouhan-123

shivrahsinghchouhan-123

Jyoshna Pradhan
  • Published: Saturday, 09 February 2019
  • Updated: 09 February 2019, 12:21 PM IST

Sports

Latest News

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରାଫେଲ ଡିଲ୍‌ ନେଇ ‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ରିପୋର୍ଟରେ ପିଏମ୍‌ଓର ଭୂମିକାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ତେବେ ଏହାର ପାଲଟା ଜବାବ ଦେଇଛି ବିଜେପି। ଏହି ପ୍ରସଙ୍ଗରେ ଶିବରାଜ ସିଂହ ଚୌହ୍ୱାନ ଇସାରା ଇସାରାରେ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି।

ସେ ତାଙ୍କ ଟ୍ୱିଟର ପେଜ୍‌ରେ ଲେଖିଛନ୍ତି,“ସର୍ଦ୍ଦି, ଖାସି ନାମ୍ୟାଲେରିଆ ହୁଆ, ୟେ ଗୟା ୟାରୋ ଉସ୍‌କେ ରାଫେଲେରିଆ ହୁଆ। ”

ଶିବରାଜଙ୍କ ଏହି ଟ୍ୱିଟ୍‌କୁ ସୋଶାଲ ମିଡିଆରେ  ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଲୋକେ ନିଜ ନିଜ ପ୍ରତିକ୍ରିୟା ରଖୁଛନ୍ତି।

ସୂଚନାଯୋଗ୍ୟ,  ରାଫେଲ ଡିଲ୍‌କୁ ନେଇ  ବିଜେପିକୁ ଘେରିବାକୁ କଂଗ୍ରେସକୁ  ଏକ  ପ୍ରସଙ୍ଗ ମିଳିଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  କହିଛନ୍ତି, “ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମ କଥା ସତ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ  ମୋଦି  ନିଜେ ଏହି ମାମଲା  ସମ୍ପର୍କରେ ଆଲୋଚନା କରୁଛନ୍ତି, ଆଉ ସେ ଘୋଟାଲରେ ସାମିଲ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story