ଭାରତର ଅଭିବୃଦ୍ଧି ହାରକୁ ନେଇ ରିପୋର୍ଟ ପ୍ରକାଶ କଲା ବିଶ୍ୱବ୍ୟାଙ୍କ୍

ଓ୍ୱାଶିଂଟନ: ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ। ଏଭଳି ଆକଳନ କରିଛି ବିଶ୍ୱବ୍ୟାଙ୍କ।  ତେବେ ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଅଭିବୃଦ୍ଧି ହାର ୬.୯ ପ୍ରତିଶତକୁ ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ସେହିପରି ୨୦୨୨-୨୩ରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଇଣ୍ଟରନେଶନାଲ ମୋନିଟରିଂ ଫଣ୍ଡ (ଆଇଏମଏଫ୍) ସହ ବୈଠକ କରିବା ପରେ ବିଶ୍ୱବ୍ୟାଙ୍କ ଏହି ରିପୋର୍ଟ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୮-୧୯ […]

world bank

world bank

Subhransu Sekhar
  • Published: Sunday, 13 October 2019
  • Updated: 13 October 2019, 12:20 PM IST

Sports

Latest News

ଓ୍ୱାଶିଂଟନ: ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ। ଏଭଳି ଆକଳନ କରିଛି ବିଶ୍ୱବ୍ୟାଙ୍କ।  ତେବେ ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଅଭିବୃଦ୍ଧି ହାର ୬.୯ ପ୍ରତିଶତକୁ ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ସେହିପରି ୨୦୨୨-୨୩ରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଇଣ୍ଟରନେଶନାଲ ମୋନିଟରିଂ ଫଣ୍ଡ (ଆଇଏମଏଫ୍) ସହ ବୈଠକ କରିବା ପରେ ବିଶ୍ୱବ୍ୟାଙ୍କ ଏହି ରିପୋର୍ଟ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୯ ଥିଲା।

ବିଶ୍ୱବ୍ୟାଙ୍କ ପୂର୍ବରୁ ମୁଡିଜ ଇନଭେଷ୍ଟର୍ସ ସର୍ଭିସେସ୍ (Moody's Investors Service) ବି ଭାରତର ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାରକୁ ୬.୨ରୁ ହ୍ରାସ କରି ୫.୮ ପ୍ରତିଶତ ରଖିଥିଲା। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଦେଶର ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ୬.୧ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା।

ମୁଡିଜ୍ ରିପୋର୍ଟ ଅନୁଯାୟୀ, ଭାରତର ଚଳିତ ଆର୍ଥିକ ବର୍ଷ ମାନ୍ଦା ରହିବ। ହେଲେ ଏହାପରେ ଅଭିବୃଦ୍ଧି ୬.୬ ପ୍ରତିଶତ ରହିବ। ଏହାପରେ ଦେଶର ଅଭିବୃଦ୍ଧି ହାର ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story